ETV Bharat / state

ଓଡିଶା-ଛତିଶଗଡ ସୀମା ପରିଦର୍ଶନ କଲେ ତହସିଲଦାର

author img

By

Published : Sep 12, 2019, 9:26 PM IST

କୌଣସି ମତେ ଓଡିଶା ଜମିକୁ ଛଡାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସିନାପାଲି ତହସିଲଦାର । ସୀମାରେ ଜମି ପରିଦର୍ଶନ କରି ମାପଚୁପ କରିଛନ୍ତି ତହସିଲଦାର ଓ ଟିମ୍ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନୂଆପଡା: ଓଡିଶାର ଜମି ଉପରେ ନଜର ପକାଇଛି ଛତିଶଗଡ । ନୂଆମାଲପଡା ସୀମାରେ ଥିବା ଜମି ବିବାଦର ଖବର ଇଟିଭି ଭାରତରେ ପ୍ରସାରଣ ହେବା ପରେ ଜିଲ୍ଲା ପ୍ରଶାସନ ନିଦ ଭାଙ୍ଗିଛି । ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା-ଛତିଶଗଡ ସୀମାରେ ପହଞ୍ଚିଛନ୍ତି ସିନାପାଲି ତହସିଲଦାର କପିଳ ସାହୁ, କେନ୍ଦ୍ରମନ୍ତ୍ରୀ ରାଜସ୍ବ ନିରୀକ୍ଷକ ଉମେଶ ଚନ୍ଦ୍ର ମେହେର ଓ ତାଙ୍କ ଟିମ୍ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ସୀମାକୁ ମାପିବା ସହ ଓଡିଶା ଚାଷୀଙ୍କ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛି ଟିମ୍ । ଦୁଇ ରାଜ୍ୟର ଚାଷୀଙ୍କୁ ବୁଝାସୁଝା କରି ଫେରିବା ସହ ତହସିଲଦାରଙ୍କୁ ଏନେଇ ନୋଟିସ କରିବେ ବୋଲି କହିଛନ୍ତି ତହସିଲଦାର କପିଳ ସାହୁ ।

କୌଣସି ମତେ ଓଡିଶା ଜମି ଛଡାଯିବନି ବୋଲି ମଧ୍ୟ କହିଛନ୍ତି । ପ୍ରକାଶଥାଉକି, ପ୍ରାୟ 12 ଜଣ ଭୂମିହୀନଙ୍କ ପୂର୍ବପୁରୁଷ ଅମଳର 25 ଏକର ଜମିରେ ମକା ଚାଷ କରି ଦଖଲ ଜମେଇଛନ୍ତି ଛତିଶଗଡ ବୁର୍ଜାବାହାଲ ଗାଁର ଚାଷୀ । ଯାହାକୁ ନେଇ ଦୁଇ ରାଜ୍ୟର ସୀମାନ୍ତବର୍ତ୍ତୀ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଦେଇଛି ।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

Intro:ଓଡ଼ିଶା ଛତିଶଗଡ଼ ନୂଆପଡା ଜ଼ୀଲ୍ଲା ନୂଆମାଲପଡା ସୀମା ବିବାଦ । ଈଟିଭି ଭାରତ ରେ ନ୍ୟୁଜ ପ୍ରସାରଣ ପରେ ଚେଇଁଲା ନୂଆପଡା ଜ଼ୀଲ୍ଲା ପ୍ରଶାସନ । ନୂଆପଡା ଜ଼ୀଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଓଡ଼ିଶା ଛତିଶଗଡ଼ ସୀମା କୁ ଆଜି ପହଞ୍ଚିଲେ ସିନାପାଲି ତହସିଲଦାର
କପିଳ ସାହୁ , କେନ୍ଦୁମୁଣ୍ଡା ରାଜସ୍ୱ ନିରୀକ୍ଷକ ଉମେଶ ଚନ୍ଦ୍ର ମେହେର ସମେତ ସଦଳ ବଳ । ସୀମାକୁ ମାପ ଚୁଖ କରି ଓଡ଼ିଶା ଚାଷୀଙ୍କୁ ନ୍ୟାୟ ପ୍ରଦାନ କରିବେବୋଲି କହିଛନ୍ତି । ଦୁଇ ରାଜ୍ୟର ଚାଷୀ ଙ୍କୁ ବୁଝାସୁଝା କରି ଫେରିଛନ୍ତି । ଆଗକୁ ଛତିଶଗଡ଼ ତହସିଲଦାର ଙ୍କୁ ମଧ୍ୟ ନୋଟିସ କରିବେ ବୋଲି କହିଛନ୍ତି ସିନାପାଲି ତହସିଲଦାର କପିଳ ଶାଶୁ । କୌଣସି ମତେ ମଧ୍ୟ ଓଡ଼ିଶା ଜମି ଛଡ଼ାଯିବ ନାହିଁ ବିଲି ଶୁଚନା ଦେଇଛନ୍ତି ।Body:ସConclusion:ସସ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.