ETV Bharat / state

ଆରମ୍ଭ ହେଲା ଭୋଟ ଗଣତି, ନୂଆପଡାରୁ ତମାମ୍‌ ଖବରର ବିବରଣୀ ଦେଉଛି ଇଟିଭି ଭାରତ - detail

ଆଜି ବାହାରିବ ସବୁଠୁ ବଡ ପରୀକ୍ଷା ଫଳ । ୬୩ କେନ୍ଦ୍ରରେ ସକାଳ ୮ଟାରୁ ଆରମ୍ଭ ହେଲା ମତଗଣନା । ରାଜ୍ୟର ୨୧ ଲୋକସଭା ଆସନ ପାଇଁ ଗଣତି । ୧୪୬ ବିଧାନସଭା ଆସନ ପାଇଁ ଭୋଟ୍ ଗଣତି । । କିଭଳି ରହିଛି ଭୋଟ ଗଣତି ପାଇଁ କେନ୍ଦ୍ର ଗୁଡିକ ସୁରକ୍ଷା  ବ୍ୟବସ୍ଥା ସହ ତମାମ୍‌ ଖବରର ବିବରଣୀ ଦେଉନ୍ତି ଇଟିଭି ଭାରତ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା
author img

By

Published : May 23, 2019, 8:46 AM IST

ନୂଆପଡା: ଆଉ ମାତ୍ର କିଛି ସମୟ ପରେ ଖୋଲିବ ନେତାଙ୍କ ଭାଗ୍ୟ ପେଡି । ଆଜି ବାହାରିବ ସବୁଠୁ ବଡ ପରୀକ୍ଷା ଫଳ । ୬୩ କେନ୍ଦ୍ରରେ ସକାଳ ୮ଟାରୁ ଆରମ୍ଭ ହେଲା ମତଗଣନା । ରାଜ୍ୟର ୨୧ ଲୋକସଭା ଆସନ ପାଇଁ ଗଣତି । ୧୪୬ ବିଧାନସଭା ଆସନ ପାଇଁ ଭୋଟ୍ ଗଣତି । । କିଭଳି ରହିଛି ଭୋଟ ଗଣତି ପାଇଁ କେନ୍ଦ୍ର ଗୁଡିକ ସୁରକ୍ଷା ବ୍ୟବସ୍ଥା ସହ ତମାମ୍‌ ଖବରର ବିବରଣୀ ଦେଉଛି ଇଟିଭି ଭାରତ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଏହି କ୍ରମରେ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ଆରମ୍ଭ ପୂର୍ବରୁ ଇଟିଭି ଭାରତ ସ୍ଥିତି ପରଖିଛି । କଡା ସୁରକ୍ଷା ବଳୟରେ ରହିଛି ମତଦାନ କେନ୍ଦ୍ର ଭିତର ଓ ବାହାର ।

ଏଠାରେ ସୂଚନାଯୋଗ୍ୟ ଯେ ଆଉ କିଛି ସମୟ ପରେ ଦେଶର ୫୪୩ ଲୋକସଭା ଆସନ, ରାଜ୍ୟର ୨୧ଟି ଲୋକସଭା ସମେତ ୧୪୬ଟି ବିଧାନସଭା ପାଇଁ ଭୋଟଗଣତି ଆରମ୍ଭ ହୋଇଯିବ ।

ନୂଆପଡାରୁ ମୋତିଲାଲ ବାଗ୍‌, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.