ETV Bharat / state

ଭିଜିଲାନ୍ସ ଜାଲରେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର ସୁପରଭାଇଜର ହର୍ଷମଣି

80 ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସିନାପାଲି ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର ସୁପରଭାଇଜର ହର୍ଷମଣି ଦେଇଙ୍କୁ ଗିରଫ କଲା ଭିଜିଲାନ୍ସ । ଅଧିକ ପଢନ୍ତୁ

author img

By

Published : Nov 22, 2021, 10:47 AM IST

ଭିଜିଲାନ୍ସ ଜାଲରେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର ସୁପରଭାଇଜର ହର୍ଷମଣି
ଭିଜିଲାନ୍ସ ଜାଲରେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର ସୁପରଭାଇଜର ହର୍ଷମଣି

ନୂଆପଡା: ସିନାପାଲି ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟରେ ଭିଜଲାନ୍ସର ଚଢାଉ । ସୁପରଭାଇଜର ହର୍ଷମଣି ଦେଇ ଲାଞ୍ଚ ନେଉଥିବା ବେଳେ ରେଡ କଲା ଭିଜିଲାନ୍ସ ଟିମ୍ । 80 ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ହର୍ଷମଣି ଦେଇଙ୍କୁ ଗିରଫ କଲା ଭିଜିଲାନ୍ସ ।

ସାଗୁନଭାଡ଼ି ଅଙ୍ଗନ ୱାଡି କେନ୍ଦ୍ର 2ର ଅଙ୍ଗନ ୱାଡି ନିଯୁକ୍ତି କରିଦେବା ପାଇଁ ଲାଞ୍ଚ ନେଉଥିଲେ ହର୍ଷମଣି । ଏହି ସମୟରେ ଭିଜିଲାନ୍ସ ଟିମ୍ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟରେ ଚଢାଉ କରି ତାଙ୍କୁ ଗିରଫ କରିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.