ETV Bharat / state

ସ୍ଥାୟୀ ସବରେଜିଷ୍ଟର ନିଯୁକ୍ତି ଦାବିରେ ଧାରଣା

author img

By

Published : Mar 15, 2021, 5:58 PM IST

ଦୀର୍ଘଦିନ ଧରି ନୟାଗଡ଼ ଜିଲ୍ଲା ସବରେଜିଷ୍ଟର ପଦବୀ ଖାଲି ପଡିଥିବାବେଳେ ଏ ନେଇ ସ୍ଥାୟୀ ରେଜିଷ୍ଟାର ନିଯୁକ୍ତି ଦାବିରେ ଧାରଣା । ଅଧିକ ପଢନ୍ତୁ...

ସ୍ଥାୟୀ ସବରେଜିଷ୍ଟାର ନିଯୁକ୍ତି ଦାବିରେ ଧାରଣା
ସ୍ଥାୟୀ ସବରେଜିଷ୍ଟାର ନିଯୁକ୍ତି ଦାବିରେ ଧାରଣାସ୍ଥାୟୀ ସବରେଜିଷ୍ଟାର ନିଯୁକ୍ତି ଦାବିରେ ଧାରଣାସ୍ଥାୟୀ ସବରେଜିଷ୍ଟାର ନିଯୁକ୍ତି ଦାବିରେ ଧାରଣା

ନୟାଗଡ଼: ଦୀର୍ଘଦିନ ଧରି ନୟାଗଡ଼ ଜିଲ୍ଲା ସବରେଜିଷ୍ଟର ପଦବୀ ଖାଲି ପଡିଥିବାବେଳେ ଏ ନେଇ ସ୍ଥାୟୀ ରେଜିଷ୍ଟର ନିଯୁକ୍ତି ଦାବିରେ ଧାରଣାକୁ ଓହ୍ଲାଇଛନ୍ତି ନୟାଗଡ଼ ଜିଲ୍ଲା ଦଲିଲ ଲେଖକ ମୋହରିଅର ସଙ୍ଘ l ଏ ନେଇ ଗତ ମାର୍ଚ୍ଚ ୨ ତାରିଖରୁ ଜାରି ରହିଥିବା ସଙ୍ଘର ଧାରଣା ଆଜି 14 ଦିନରେ ପହଞ୍ଚିଛି ।

ସ୍ଥାୟୀ ସବରେଜିଷ୍ଟର ନିଯୁକ୍ତି ଦାବିରେ ଧାରଣା

ଜିଲ୍ଲାରେ ସ୍ଥାୟୀ ସବରେଜିଷ୍ଟାର ନିଯୁକ୍ତି ନହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏ ଧାରଣା ଚାଲୁରହିବ ବୋଲି ସଙ୍ଘ ଚେତାବନୀ ଦେଇଛି l ଫଳରେ ଜିଲ୍ଲା ସବରେଜିଷ୍ଟର ଅଫିସରେ ଜମି କିଣାବିକା କାର୍ଯ୍ୟ ଏକପ୍ରକାର ଠପ ହୋଇଯାଇଥିବା ବେଳେ ଜିଲ୍ଲାପ୍ରଶାସନ ଶୀଘ୍ର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.