ETV Bharat / state

ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, IICଙ୍କ ସମେତ 8 ଆହତ

author img

By

Published : Apr 14, 2022, 10:13 AM IST

Updated : Apr 14, 2022, 2:01 PM IST

ଦଣ୍ଡ ଶୋଭାଯାତ୍ରା ବେଳେ ସାମାନ୍ୟ ବଚସାକୁ ନେଇ ଦୁଇ ଗାଁ ମଧ୍ୟରେ ସଂଘର୍ଷ । ଟେକାପଥର ମାଡରେ ଜଣେ ଯୁବକ ମୃତ୍ୟୁ ହୋଇଛି । ଟାଉନ ଥାନା ମହିଳା ଆଇଆଇସିଙ୍କ ସହ 8 ରୁ ଅଧିକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ଦଣ୍ଡ ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଂଘର୍ସ;ଜଣେ ମୃତ,ଆଇଆଇସିଙ୍କ ସମେତ 8 ଆହତ

ନୟାଗଡ: ଦଣ୍ଡ ଶୋଭାଯାତ୍ରା ବେଳେ ସାମାନ୍ୟ ବଚସାକୁ ନେଇ ଦୁଇ ଗାଁ ମଧ୍ୟରେ ସଂଘର୍ଷ । ଟେକାପଥର ମାଡରେ ଜଣେ ଯୁବକ ମୃତ୍ୟୁ ହୋଇଛି । ଟାଉନ ଥାନା ମହିଳା ଆଇଆଇସିଙ୍କ ସହ 8ରୁ ଅଧିକ ଆହତ ହୋଇଛନ୍ତି ।

ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, IICଙ୍କ ସମେତ 8 ଆହତ

ସୂଚନା ଅନୁସାରେ ନୟାଗଡ଼ ଟାଉନଥାନା ଦେଉଳପଲ୍ଲୀ ଗାଁ ନିକଟରେ ଦଣ୍ଡ ଶୋଭାଯାତ୍ରା ବାହାରିଥିଲା । ରାତିରେ ଶୋଭାଯାତ୍ରା ହେଉଥିବା ସମୟରେ ସାମାନ୍ୟ ବଚସାକୁ ନେଇ ଦେଉଳପଲ୍ଲୀ ଓ ଦୁର୍ଗାପ୍ରସାଦ ଗାଁ ମଧ୍ୟରେ ସଂଘର୍ଷ ହୋଇଥିଲେ । ଏଥିରେ ଦୁର୍ଗାପ୍ରସାଦ ଗାଁର ନବୀନ ପରିଡାଙ୍କ ମୃତ୍ୟୁ ହୋଇଥିଲା । ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଉଭୟ ଗାଁରେ ପୋଲିସ ମୁତୟନ କରାଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Apr 14, 2022, 2:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.