ETV Bharat / state

ମରଣଯନ୍ତା ପାଲଟିଛି କୋଟଗଡ-ନରେନ୍ଦ୍ରପୁର ରାସ୍ତା

କୋଟଗଡ଼ -ନରେନ୍ଦ୍ରପୁର ପୂର୍ତ୍ତ ବିଭାଗ ରାସ୍ତା ପାଲଟିଛି ମରଣଯନ୍ତା l ଅନେକ ସ୍ଥାନରେ ଖାଲଖମା ହୋଇଥିବାରୁ ବିଭିନ୍ନ ସମୟରେ ଏହି ରାସ୍ତା ଉପରେ ନର୍ଭର କରୁଥିବା ଲୋକେ ବପଦସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି । ଅଧିକ ପଢନ୍ତୁ...

kotagada and narendrapur raod probles in nayagarh
ମରଣଯନ୍ତା ପାଲଟିଛି କୋଟଗଡ-ନରେନ୍ଦ୍ରପୁର ରାସ୍ତା
author img

By

Published : Dec 2, 2020, 12:15 PM IST

ନୟାଗଡ଼: ମରଣଯନ୍ତା ପାଲଟିଛି କୋଟଗଡ଼-ନରେନ୍ଦ୍ରପୁର ରାସ୍ତା । ଖାଲଖମାରେ ଭର୍ତ୍ତି ହୋଇଥିବା ଏହି ରାସ୍ତା ପ୍ରତି କ୍ଷଣେ ଜୀବନ ମରଣ ସହ ଲଢୁଛନ୍ତି ଲୋକେ । ଏହି ରାସ୍ତା ଉପରେ ନର୍ଭର କରୁଥିବା ଲୋକେ ବପଦସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ।

ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଗ୍ରାମ ପଞ୍ଚାୟତ କୋଟଗଡ଼ -ନରେନ୍ଦ୍ରପୁର ପୂର୍ତ୍ତ ବିଭାଗ ରାସ୍ତା ପାଲଟିଛି ମରଣଯନ୍ତା l ପ୍ରାୟ 2 କିଲୋମିଟର ବିଶିଷ୍ଟ ଏହି ରାସ୍ତାଟିର ଅନେକ ସ୍ଥାନ ଖାଲଖମାରେ ପରିଣତ ହୋଇଛି l ଠାଏ ଠାଏ ପିଚୁ ଉଠି ମେଟାଲ ଦିଶୁଛି l ଫଳରେ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି l ଅନେକ ସ୍ଥାନରେ ଏଭଳି ଖାଲଖମା ହୋଇଥିବାରୁ ଯାତ୍ରୀ ନାନା ହଇରାଣର ସମ୍ମୁଖୀନ ହେଉଛନ୍ତି l ରାତିର ଅନ୍ଧାରରେ ଯାତାୟାତ କରିବାକୁ ଲୋକେ ବହୁ ଅସୁବିଧାର ହେଉଛି l

ମରଣଯନ୍ତା ପାଲଟିଛି କୋଟଗଡ-ନରେନ୍ଦ୍ରପୁର ରାସ୍ତା

ସେପଟେ ପିଚୁ ରାସ୍ତା ପରେ ସମ୍ପୃକ୍ତ ଠିକାଦାରଙ୍କ ରକ୍ଷଣାବେକ୍ଷଣ ଦାୟିତ୍ବ ଥିବା ବେଳେ ସେ ଏଥିପ୍ରତି କୌଣସି ଦୃଷ୍ଟି ଦେଉନାହାଁନ୍ତି l ତେଣୁ ରାସ୍ତାର ଏଭଳି ଶୋଚନୀୟ ଅବସ୍ଥା ତଥା ଖାଲଖମାରେ ଭର୍ତି ହୋଇଛି l ପୂର୍ତ୍ତ ବିଭାଗ ରାସ୍ତାର ମରାମତି କିମ୍ବା ପିଚୁ କରିବାକୁ ସାଧାରଣରେ ଦାବୀ କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.