ETV Bharat / state

ନୟାଗଡ଼ରେ ବଢୁଛି କୋରୋନା, ଆଜି 214 ଚି଼ହ୍ନଟ

author img

By

Published : Jun 4, 2021, 7:51 PM IST

ନୟାଗଡ଼ ଜିଲ୍ଲାରେ କୋରୋନା ସ୍ଥିତି ଜଟିଳ ହେବାକୁ ବସିଛି l ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ଜିଲ୍ଲାରେ ଆଜି 214 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଅଧିକ ପଢନ୍ତୁ...

in-nayagarh- 214-new-covid-case-was-found
ନୟାଗଡ଼ରେ ହୁହୁ ବଢୁଛି କୋରୋନା : ଆଜି 214 ଚି଼ହ୍ନଟ

ନୟାଗଡ଼: ଜିଲ୍ଲାରେ କୋରୋନା ସ୍ଥିତି ଜଟିଳ ହେବାକୁ ବସିଛି l ସେହିପରି ଅମାନିଆ ସଂଖ୍ୟା ଦିନକୁ ଦିନ କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି l ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ଜିଲ୍ଲାରେ ଆଜି(ଶୁକ୍ରବାର) 214 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ପ୍ରାୟ 26 ଶହ ସକ୍ରିୟ ମାମଲା ରହିଥିବା ଜଣାଯାଇଛି l

ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ପରିସ୍ଥିତି ଜଟିଳ ହୋଇପଡ଼ୁଥିବା ଜଣାଯାଇଛି l ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି l ଭାପୁର ବ୍ଲକରୁ 11, ଦଶପଲ୍ଲାରୁ 13, ଗଣିଆରୁ 4, ଖଣ୍ଡପଡାରୁ 20, ନୟାଗଡ଼ରୁ 36, ନୂଆଗାଁରୁ 31 ଏବଂ ଓଡଗାଁରୁ 43, ରଣପୁରରୁ 33 ଏବଂ ଜିଲ୍ଲା ବାହାରୁ ଏବଂ ନୟାଗଡ଼ ଏନଏସିରୁ 28 ଜଣ ଚି଼ହ୍ନଟ ହୋଇଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.