ETV Bharat / state

ନୟାଗଡରେ ଜିଲ୍ଲା ପରିଷଦ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

author img

By

Published : Jan 18, 2022, 2:17 PM IST

ଓଡଗାଁ ବ୍ଲକର ଜୋନ 1 ଓ 3 ଜିଲ୍ଲା ପରିଷଦ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି କଂଗ୍ରେସ ପକ୍ଷରୁ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକର ଜୋନ ନମ୍ବର 1 ଜିଲ୍କା ପରିଷଦ ଆସନ ପାଇଁ ଅନୁସୂଚିତ ଜାତି ମହିଳା ପ୍ରାର୍ଥୀ ଜ୍ୟୋସ୍ନାରାଣୀ ନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

odagaon congress candidate nomination
ନୟାଗଡ ଓଡଗାଁ ବ୍ଲକରେ ଜିଲ୍ଲା ପରିଷଦ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ନୟାଗଡ: ଓଡଗାଁ ବ୍ଲକର ଜୋନ 1 ଓ 3 ଜିଲ୍ଲା ପରିଷଦ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି କଂଗ୍ରେସ ପକ୍ଷରୁ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକର ଜୋନ ନମ୍ବର 1 ଜିଲ୍ଲା ପରିଷଦ ଆସନ ପାଇଁ ଅନୁସୂଚିତ ଜାତି ମହିଳା ପ୍ରାର୍ଥୀ ଜ୍ୟୋସ୍ନାରାଣୀ ନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି 3 ନମ୍ବର ଜୋନ ପାଇଁ ସସ୍ମିତା ଦାଶ ପ୍ରାର୍ଥୀପତ୍ର ଉପଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଛନ୍ତି l

ତେବେ ବିଜେପି ଏବଂ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ l ଜିଲ୍ଲାର ମୋଟ 24ଟି ଆସନ ପାଇଁ କଂଗ୍ରେସ ସବୁ ବର୍ଗର ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦେଇଛି । ତେବେ ନୟାଗଡର ବିକାଶ ମିଛ ସ୍ଲୋଗାନକୁ ପ୍ରସଙ୍ଗ କରି ଭୋଟରଙ୍କ ପାଖକୁ ଯାଉଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ କହିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.