ETV Bharat / state

ଜୋର ଧରିଲା ‘ପରୀ’କୁ ନ୍ୟାୟ ଦାବି, ରାସ୍ତାକୁ ଓହ୍ଲାଇଲେ ଅଭିନେତ୍ରୀ ରାନୀ

author img

By

Published : Dec 1, 2020, 8:52 PM IST

ତେବେ ‘ପରୀ’ ହତ୍ୟା ମାମଲାରେ ନ୍ଯାୟ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ । ସେ ନୟାଗଡ଼ ଯଦୁପୁରରେ ପହଞ୍ଚିଛନ୍ତି l ଅଧିକ ପଢନ୍ତୁ...

actress rani priyadarshini in nayagada, demanding justice for pari
ପରୀକୁ ନ୍ୟାୟ ନ ମିଳିଲେ ମୁଁ ବହୁତ କିଛି କରିବି :ଅଭିନେତ୍ରୀ ରାନୀ

ନୟାଗଡ: ‘ପରୀ’ ହତ୍ୟା ମାମଲାର ନ୍ୟାୟ ପାଇଁ ହୁଲୁସ୍ତୁଲ ବିଧାନସଭା ଠୁ ଆରମ୍ଭ କରି ରାଜରାସ୍ତା । ହତ୍ୟାକାରୀକୁ ନ୍ୟାୟ ଦବା ପାଇଁ ସବୁଠି ଆନ୍ଦୋଳନ ଆଉ ବିକ୍ଷୋଭ । ତେବେ ‘ପରୀ’ ହତ୍ୟା ମାମଲାରେ ନ୍ଯାୟ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ । ସେ ନୟାଗଡ଼ ଯଦୁପୁରରେ ପହଞ୍ଚିଛନ୍ତି l ପରୀ ମୋର ବି ଗୋଟେ କୁନି ଭଉଣୀ l ତାକୁ ନ୍ୟାୟ ଦରକାର ବୋଲି କହିଛନ୍ତି ରାନୀ ।

4 ମାସ ହେଲା ଅଭିଯୁକ୍ତଙ୍କୁ ଧରାଯାଉନି l ଦୋଷୀକୁ ଧରାଯାଉ, ଦଣ୍ଡ ଦିଆଯାଉ l ପରୀକୁ ନ୍ୟାୟ ମିଳିବା ଦରକାର ନହେଲେ ମୁଁ ଅନଶନ କରିବି ବୋଲି କହିଛନ୍ତି ରାନୀ l ପରୀ ବାପା ମା 'ଙ୍କ ସହ ଆଲୋଚନା କରିବା ପରେ ନୟାଗଡ଼ରେ ଫ୍ଲାକାର୍ଡ଼ ଧରି ପ୍ରତିବାଦ ଜଣାଇଛନ୍ତି l ପରୀ ହତ୍ୟାକାଣ୍ଡର ଏସଆଇଟି ତଦନ୍ତ ଦରକାର ନାହିଁ ଏହାର ସିବିଆଇ ତଦନ୍ତ ଦରକାର ବୋଲି କହିଁଛନ୍ତି ରାନୀ l

ନୟାଗଡରୁ ଜୟନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.