ETV Bharat / state

ବିଜେଡି ପକ୍ଷରୁ 6 ଘଣ୍ଟିଆ ଉମରକୋଟ ବନ୍ଦ ଡାକରା - ବିଜେଡି ପକ୍ଷରୁ 6 ଘଣ୍ଟିଆ ଉମରକୋଟ ବନ୍ଦ

ଉମରକୋଟ-ଲିକ୍କିମା ରାସ୍ତା ନିର୍ମାଣରେ ଦୁର୍ନୀତିର ତଦନ୍ତ କରି ବିଜେଡି ପକ୍ଷରୁ 6 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

nabarangpur
ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Nov 28, 2019, 9:29 AM IST

ନବରଙ୍ଗପୁର: ଉମରକୋଟ-ଲିକ୍କିମା ଜାତୀୟ ରାଜପଥ କାମରେ ହୋଇଥିବା ଦୁର୍ନୀତିର ତଦନ୍ତ ଓ ପାପଡାହାଣ୍ଡି- ଲିକ୍କିମା ଜାତୀୟ ରାଜପଥ କାମ ଦାବି କରି ବିଜେଡି ପକ୍ଷରୁ 6 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରା ଯୋଗୁଁ ଦୋକାନ ବଜାର ତଥା ଗାଡ଼ି ଚଳାଚଳ ବନ୍ଦ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:BREAKING NEWS- ଉମରକୋଟ - ଉମରକୋଟ ଠାରୁ ଲିକ୍କିମା ରାସ୍ତା ଅତି ନିମ୍ନ ମାନର ହୋଇଅଛି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି ଏବଂ ପାପଡାହାଣ୍ଡି ଠାରୁ ଲିକ୍କିମା ଜାତୀୟ ରାଜପଥ ଅତି ଶିଘ୍ର କାର୍ଯ୍ୟ ଆରମ୍ଭ ଦାବି କରି ବିଜେଡି ତରଫରୁ ଛଅ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି , ଏହି ବନ୍ଦ ଡାକରା ଯୋଗୁଁ ଦୋକାନ ବଜାର ତଥା ଗାଡ଼ି ଚଳାଚଳ ଠପBody:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.