ETV Bharat / state

ବନ୍ୟା ବିତ୍ପାତ: ନବରଙ୍ଗପୁରରେ ସୁଦାମ ମାରାଣ୍ଡିଙ୍କ ସମୀକ୍ଷା ବୈଠକ

ଦିନିକିଆ ନବରଙ୍ଗପୁର ଗସ୍ତରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି । ସେ ସେଠାରେ ପହଞ୍ଚି ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ସ୍ଥାନୀୟ ମିଶନ ଶକ୍ତି ହଲ୍‌ଠାରେ ସମୀକ୍ଷା ବୈଠକ କରିଥିଲେ ।

author img

By

Published : Aug 10, 2019, 6:22 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଦିନିକିଆ ନବରଙ୍ଗପୁର ଗସ୍ତରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି । ସେ ସେଠାରେ ପହଞ୍ଚି ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ସ୍ଥାନୀୟ ମିଶନ ଶକ୍ତି ହଲ୍‌ଠାରେ ସମୀକ୍ଷା ବୈଠକ କରିଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଜିଲ୍ଲାର ବନ୍ୟାରେ କ୍ଷୟକ୍ଷତି ହୋଇଥିବା ବ୍ଲକ ଗୁଡିକର ସମସ୍ୟା ସମ୍ବନ୍ଧରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ତେବେ ଏଯାବତ ଅନେକ ଗ୍ରାମରୁ ଜଳ ନିଷ୍କାସନ ହୋଇପାରିନାହିଁ । ଏହାସହ ରାସ୍ତା ଉପରେ ପାଣି ସବୁ ଜମା ହୋଇ ରାସ୍ତା ଅବରୋଧ ହେଉଛି । ସେହିପରି ଯେଉଁ ବ୍ୟକ୍ତିଙ୍କ ଘର ବନ୍ୟାରେ ଭାଙ୍ଗି ପଡିଛି ଏବଂ ବନ୍ୟା ଆଶ୍ରୟ ସ୍ଥଳୀ ନାହିଁ ସେଠାରେ ନୂତନ ଆଶ୍ରୟ ସ୍ଥଳୀ ନିର୍ମାଣ କରିବାକୁ ଏହି ବୈଠକରେ ସ୍ଥିର ହୋଇଥିଲା । ନିର୍ଦ୍ଧାରିତ ଗାଇଡ ଲାଇନ ଅନୁଯାୟୀ କାମ ସାରିବାକୁ ରାଜସ୍ବ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.