ETV Bharat / state

ଆଧାର କାର୍ଡ ସଂଯୋଗ ନହେବାରୁ 35 ହିତାଧିକାରୀଙ୍କ ଚାଉଳ ବନ୍ଦ - ନବରଙ୍ଗପୁର ଜିଲ୍ଳାପରିଷଦ ଅଧ୍ୟକ୍ଷା

ଆଧାର କାର୍ଡ ସଂଯୋଗ ନ ହୋଇଥିବାରୁ ମିଳୁନି ଚାଉଳ । ଜିଲ୍ଳାପରିଷଦ ଅଧ୍ୟକ୍ଷାଙ୍କ ନିକଟରେ ଫେରାଦ ହେଲେ ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ପଞ୍ଚାୟତର 35 ହିତାଧିକାରୀ ।

ଡିଜାଇନ ଫଟୋ
author img

By

Published : Oct 28, 2019, 10:09 PM IST

ନବରଙ୍ଗପୁର: ମିଳୁନି ଚାଉଳ । ତିନି ମାସ ହେବ ଚାଉଳ ବନ୍ଦ । ଆଧାର କାର୍ଡ ସଂଯୋଗ ନ ହୋଇଥିବାରୁ ଜାଲ ରାସନ କାର୍ଡ କହି ଫେରାଇ ଦେଉଛନ୍ତି ଡିଲର । ଯାହାର ସମାଧାନ ପାଇଁ ନବରଙ୍ଗପୁର ଜିଲ୍ଳାପରିଷଦ ଅଧ୍ୟକ୍ଷାଙ୍କୁ ଭେଟିଛନ୍ତି ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ପଞ୍ଚାୟତର 35 ହିତାଧିକାରୀ ।

ଆଧାର କାର୍ଡ ସଂଯୋଗ ନହେବାରୁ ଚାଉଳ ବନ୍ଦ, ନବରଙ୍ଗପୁର ଜିଲ୍ଳାପରିଷଦ ଅଧ୍ୟକ୍ଷାଙ୍କୁ ଫେରାଦ ହେଲେ ହିତାଧିକାରୀ

ହିତାଧିକାରୀଙ୍କ କହିବାନୁଯାୟୀ, ଗତ ତିନି ମାସ ପୂର୍ବରୁ ପଞ୍ଚାୟତ ଯୋଗାଣ ସହାୟକ ହିତାଧିକାରୀଙ୍କ ରାସନ କାର୍ଡ ସହ ଆଧାର କାର୍ଡ ସଂଯୋଗ ହୋଇନାହିଁ ତେଣୁ ଏହା ଜାଲ କାର୍ଡ ବୋଲି କହି ଚାଉଳ ନ ଦେଇ ଫେରାଇ ଦେଇଥିଲେ । ଯେଉଁଥିପାଇଁ ସେମାନେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ଅନେକ ଥର ଅଭିଯୋଗ କରିଥିଲେ ।

ହେଲେ ସେଠାରେ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଜିଲ୍ଲାପରିଷଦ ଅଧ୍ୟକ୍ଷାଙ୍କ ନିକଟରେ ସେମାନେ ଫେରାଦ ହୋଇଛନ୍ତି । ସେପଟେ ହିତାଧିକାରୀଙ୍କ ଅଭିଯୋଗ ନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ସେମାନଙ୍କୁ ଯଥାଶୀଘ୍ର ଚାଉଳ ମିଳିବା ନେଇ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ଆଧାର କାର୍ଡ ସଂଯୋଗ ହୋଇନପରିବାରୁ ମିଳୁନି ଚାଉଳ
ଫର୍ମାଟ - ଏଭିବିବି, ୨୮/୧୦/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
-------------------------------------------------------------
ଆଙ୍କର - ରାସନ କାର୍ଡ ସହ ଆଧାର କାର୍ଡ ସଂଯୋଗ ହୋଇନପାରିବାରୁ ଏବଂ ଜାଲ ରାସନ କାର୍ଡ ବୋଲି କହି ଯୋଗାଣ ସହାୟକ ହିତାଧିକାରୀଙ୍କୁ ଫେରାଇ ଦେବା ଫଳରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଣ୍ଟାଗାଁ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ୩୦ ରୁ ଉର୍ଦ୍ଧ ହିତାଧିକାରୀ ନବରଙ୍ଗପୁର ଜିଲ୍ଳାପାରିଷଦ ଅଧ୍ୟକ୍ଷା ଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି । ହିତାଧିକାରୀଙ୍କ କହିବାନୁଯାୟୀ ଗତ ତିନି ମାସ ପୂର୍ବରୁ ପଞ୍ଚାୟତ ଯୋଗାଣ ସହାୟକ ସମ୍ପୃକ୍ତ ହିତାଧିକାରୀଙ୍କ ରାସନ କାର୍ଡ ସହ ଆଧାର କାର୍ଡ ସଂଯୋଗ ହୋଇନାହିଁ ଏହା ଜାଲ କାର୍ଡ ବୋଲି କହି ଚାଉଳ ନ ଦେଇ ଫେରାଇ ଦେବାରୁ ସେମାନଙ୍କୁ ଚାଉଳ ମିଳୁନଥିବା ନେଇ ତେନ୍ତୁଳିଖୁଣ୍ଟି ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କ ନିକଟରେ ଅନେକ ଥର ଅଭିଯୋଗ ଜଣାଇଥିଲେ । କିନ୍ତୁ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଜିଲ୍ଲା ପରିଷଦ କାର୍ଯ୍ୟାଳୟ କୁ ଆସି ଜିଲ୍ଲାପାରିଷଦ ଅଧ୍ୟକ୍ଷା ଙ୍କ ନିକଟରେ ନିଜ ଅଭିଯୋଗ ଜଣାଇଥିଲେ । ହିତାଧିକାରୀଙ୍କ ଅଭିଯୋଗ ନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ । ଯୋଗାଣ ଅଧିକାରୀ ସେମାନଙ୍କ ଅଭିଯୋଗ ଲିଖିତ ଆକାରରେ ତାଙ୍କୁ ଜଣାଇବାକୁ କହିଥିଲେ । ଏବଂ ଯଥାଶୀଘ୍ର ସେମାନଙ୍କୁ ଚାଉଳ ମିଳିବା ନେଇ ପଦକ୍ଷେପ ନେବେ ବୋଲି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ଯଦି ଭବିଷ୍ୟତ ରେ ଯଦି ଚାଉଳ ନ ମିଳିଲେ ଆନ୍ଦୋଳନ ର ଚେତାବନୀ ଦେଇଛନ୍ତି ହିତାଧିକାରୀ ମାନେ ।
ବାଇଟ-ହିତାଧୀକାରୀ
ବାଇଟ-ହିତାଧୀକାରୀ Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.