ETV Bharat / state

ରାଜ୍ୟରେ ନାବାଳିକା ଓ ନାବାଳକ ନିଖୋଜ ପ୍ରତିବାଦରେ କଂଗ୍ରେସର ଧାରଣା - congress march infront of SP office in nabarangpur

ରାଜ୍ୟରେ ନାବାଳିକା ଓ ନାବାଳକ ନିଖୋଜ ପ୍ରତିବାଦରେ SPଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସର ଧାରଣା । ଅଧିକ ପଢନ୍ତୁ...

ରାଜ୍ୟରେ ନାବାଳିକା ଓ ନାବାଳକ ନିଖୋଜ ପ୍ରତିବାଦରେ କଂଗ୍ରେସର ଧାରଣା

author img

By

Published : Dec 21, 2020, 6:14 PM IST

ନବରଙ୍ଗପୁର : ସରକାରୀ ଫାଇଲ ଅନୁସାରେ ରାଜ୍ୟରେ ୨୦୧୬ ମସିହାରୁ ୫୦୫୦ ଜଣ ନାବାଳିକା ଓ ନାବାଳକ ନିଖୋଜ ଅଛନ୍ତି। ଏବେ ମଧ୍ୟ ଏହି ନିଖୋଜ ଘଟଣା କମିବା ଅପେକ୍ଷା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଉ ରାଜ୍ୟ ସରକାର ଏବଂ ପୋଲିସ ପ୍ରଶାସନ ପରୀ ଭଳି ଅନେକ ନିଖୋଜ ପୀଡ଼ିତାଙ୍କ ପରିବାରଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି ।

ରାଜ୍ୟରେ ନାବାଳିକା ଓ ନାବାଳକ ନିଖୋଜ ପ୍ରତିବାଦରେ କଂଗ୍ରେସର ଧାରଣା

ଏପରି ଅଭିଯୋଗ ନେଇ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଖୁବଶୀଘ୍ର ପରୀକୁ ନ୍ୟାୟ ଦେବାପାଇଁ ଆଜି(ସୋମବାର) ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସ୍ଲୋଗାନ ଦେଇ ଧାରଣାରେ ବସିଥିଲେ।

ଏହି ଧାରଣାରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ, ପୂର୍ବତନ ବିଧାୟକ ସଦନ ନାୟକ, ନଗର ସଭାପତି ଉତ୍ତମ ତ୍ରିପାଠୀ, ଅଖିଳ ଭତ୍ରା, ପି ନାଗାରତ୍ନମ, ସୁମିତ ପୂଜାରୀଙ୍କ ସହ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.