ETV Bharat / state

୩୫ କିମି ସାଇକେଲ ଚଲାଇ ଥାନାରେ ପହଞ୍ଚିଲେ ନବରଙ୍ଗପୁର ଏସପି - ସାଇକେଲ ଚଲାଇ ଥାନାରେ ପହଞ୍ଚିଲେ ନବରଙ୍ଗପୁର ଏସପି

ନବରଙ୍ଗପୁର ସହରରୁ ୩୫ କି.ମି ଦୂର ଖାତିଗୁଡ଼ା ଥାନାକୁ ପୁଣି ସାଇକେଲରେ ଗସ୍ତ କରିଛନ୍ତି ନବରଙ୍ଗପୁର ଏସପି ନିତିନ କୁସଲକର । ଥାନାରେ ପହଞ୍ଚିବା ସହ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଖାତିଗୁଡ଼ା ଥାନା ଅଧିକାରୀ ପଞ୍ଚାନନ ପରିଡ଼ାଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

୩୫ କିମି ସାଇକେଲ ଚଲାଇ ଥାନାରେ ପହଞ୍ଚିଲେ ନବରଙ୍ଗପୁର ଏସପି

author img

By

Published : Jun 7, 2020, 11:50 AM IST

ନବରଙ୍ଗପୁର: ନବରଙ୍ଗପୁର ସହରରୁ ୩୫ କି.ମି ଦୂର ଖାତିଗୁଡ଼ା ଥାନାକୁ ପୁଣି ସାଇକେଲରେ ଗସ୍ତ କରିଛନ୍ତି ନବରଙ୍ଗପୁର ଏସପି ନିତିନ କୁସଲକର । ଥାନାରେ ପହଞ୍ଚିବା ସହ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଖାତିଗୁଡ଼ା ଥାନା ଅଧିକାରୀ ପଞ୍ଚାନନ ପରିଡ଼ାଙ୍କ ସହ ଆଲୋଚନା କରିଛନ୍ତି ।

୩୫ କିମି ସାଇକେଲ ଚଲାଇ ଥାନାରେ ପହଞ୍ଚିଲେ ନବରଙ୍ଗପୁର ଏସପି
୩୫ କିମି ସାଇକେଲ ଚଲାଇ ଥାନାରେ ପହଞ୍ଚିଲେ ନବରଙ୍ଗପୁର ଏସପି
୩୫ କିମି ସାଇକେଲ ଚଲାଇ ଥାନାରେ ପହଞ୍ଚିଲେ ନବରଙ୍ଗପୁର ଏସପି

ପୂର୍ବରୁ ମଧ୍ୟ କିଛିଦିନ ତଳେ ଏସପି ନିତିନ କୁସଲକର ୨୨ କି.ମି ଦୂର ତେନ୍ତୁଳିଖୁଣ୍ଟି ଥାନାକୁ ସାଇକେଲରେ ଅଚାନକ ଗସ୍ତ କରି ଚର୍ଚ୍ଚାରେ ଆସିଥିଲେ । ଯୁବ ଏସପିଙ୍କ ଏଭଳି ନିଆରା ପ୍ରୟାସ କରି ସୁସ୍ଥ ସମାଜ ଗଠନ କରିବାର ବାର୍ତ୍ତା ଦେଉଥିବାରୁ ଜିଲ୍ଲାବାସୀ ଏସପିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.