ETV Bharat / state

ନୀଳଗିରି ଜଙ୍ଗଲରୁ ଗଛ ନକାଟିବାକୁ ମାଓବାଦୀଙ୍କ ଚେତାବନୀ - ପର୍ଚ୍ଚିପାରା ପଞ୍ଚାୟତରେ ମାଓ ପୋଷ୍ଟର

ନୀଳଗିରି ଜଙ୍ଗଲ ନେଇ ରାଇଘର ବ୍ଲକ ଅନ୍ତର୍ଗତ ପର୍ଚ୍ଚିପାରା ପଞ୍ଚାୟତରେ ମାଓ ପୋଷ୍ଟର । ଚାଷ ଓ ଗଛକଟା ବନ୍ଦ କରିବାକୁ ଚେତାବନୀ । ଅଧିକ ପଢ଼ନ୍ତୁ...

ନୀଳଗିରି ଜଙ୍ଗଲରୁ ଗଛ ନକାଟିବାକୁ ମାଓବାଦୀଙ୍କ ଚେତାବନୀ
author img

By

Published : Nov 1, 2019, 3:43 PM IST

ନବରଙ୍ଗପୁର: ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ପର୍ଚ୍ଚିପାରା ପଞ୍ଚାୟତ ବସଷ୍ଟାଣ୍ଡ ନିକଟରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ପୋଷ୍ଟରରେ ଅଞ୍ଚଳର ସମସ୍ତ ଧନୀ ଶ୍ରେଣୀର ବ୍ୟକ୍ତିଙ୍କୁ ନୀଳଗିରି ଅଞ୍ଚଳର ଗଛ ନକାଟିବା ପାଇଁ ଦିଆଯାଇଛି ଚେତାବନୀ ।

ନୀଳଗିରି ଜଙ୍ଗଲରୁ ଗଛ ନକାଟିବାକୁ ମାଓବାଦୀଙ୍କ ଚେତାବନୀ

ନୀଳଗିରି ଅଞ୍ଚଳରେ ଚାଷ ନ କରିବା ପାଇଁ ନିବେଦନ କରାଯାଇଛି ଏହି ପୋଷ୍ଟରରେ । ଏହାସହ ଅଞ୍ଚଳର ସମସ୍ତ ଧନକ ଶ୍ରେଣୀର ବ୍ୟକ୍ତିଙ୍କୁ ନୀଳଗିରି ଗଛ ନ କାଟିବା ପାଇଁ ପୋଷ୍ଟେର ମାଧ୍ୟମରେ ଧମକ ଦିଆଯାଇଛି । ଗୋଟିଏ ମାସ ମଧ୍ୟରେ ଗଛ କାଟିବା ବନ୍ଦ ନହେଲେ ଚାଷ ଜମିରେ ମାଇନ୍ସ ବିଛାଇବା ନେଇ ଧମକ ଦେଇଛନ୍ତି ମାଓବାଦୀ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ମାଓ ପୋଷ୍ଟର
ଫର୍ମାଟ - ଏଭିଓ, ୦୧/୧୧/୧୯
ରିପୋର୍ଟ -ତପନ କୁମାର ବିଷୟି ନବରଙ୍ଗପୁର
------------------------------------------------------
ଆଙ୍କର - ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ପର୍ଚ୍ଚିପାରା ପଞ୍ଚାୟତ ବସ ଷ୍ଟାଣ୍ଡ ନିକଟରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ମାଓପୋଷ୍ଟରରେ ନୀଳଗିରି ଚାଷ ନ କରିବା ପାଇଁ ନିବେଦନ କରାଯାଇଛି । ଏହାସହ ଅଞ୍ଚଳ ର ସମସ୍ତ ଧନୀକ ଶ୍ରେଣୀର ବ୍ୟକ୍ତିଙ୍କୁ ନୀଳଗିରି ଗଛ କାଟିବା ପାଇଁ ପୋଷ୍ଟେର ମାଧ୍ୟମରେ ଧମକ ଦିଆଯାଇଛି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.