ETV Bharat / state

ନବରଙ୍ଗପୁରରୁ ଦ୍ୱିତୀୟ କୋରୋନା ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁରରୁ 2ୟ କୋରୋନା ଆକ୍ରାନ୍ତ ଚିହ୍ନଟ । ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ ବନ୍ଧକନା ସ୍ଥିତ କ୍ୱାରେଣ୍ଟାଇନ ସେଣ୍ଟରରୁ ପୁଣି ଜଣେ ସଂକ୍ରମିତ ଥିବା ଜଣାପଡିଛି । ଅଧିକ ପଢନ୍ତୁ...

ନବରଙ୍ଗପୁରରେ 2 କୋରୋନା ଆକ୍ରାନ୍ତ ଚିହ୍ନଟ
ନବରଙ୍ଗପୁରରେ 2 କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : May 29, 2020, 2:29 PM IST

ନବରଙ୍ଗପୁର: ଆଜି ପୁଣି 15 ଜିଲ୍ଲାରୁ 63 କୋରୋନା ଚିହ୍ନଟ । ସେଥିରୁ ଜଣେ ନବରଙ୍ଗପୁର ଜିଲ୍ଲାର । ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ ବନ୍ଧକନା ସ୍ଥିତ କ୍ୱାରେଣ୍ଟଇନ ସେଣ୍ଟରରେ ଆଉ ଜଣେ କୋରୋନା ପଜିଟିଭ ଚିହ୍ନଟ । ପୂର୍ବରୁ ଏହି କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲେ କୋରୋନା ଆକ୍ରାନ୍ତ । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ଏନେଇ ସୂଚନା ଦେଇଛନ୍ତି ।

ନବରଙ୍ଗପୁରରେ 2 କୋରୋନା ଆକ୍ରାନ୍ତ ଚିହ୍ନଟ
ନବରଙ୍ଗପୁରରେ 2 କୋରୋନା ଆକ୍ରାନ୍ତ ଚିହ୍ନଟ

ପୂର୍ବରୁ ଏହି କ୍ୱାରେଣ୍ଟାଇନ ସେଣ୍ଟରରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ୬୫ ଜଣଙ୍କ ସ୍ୱାବ ଦ୍ଵିତୀୟ ଥର ପରୀକ୍ଷା ପାଇଁ ପଠାଯାଇଥିଲା । ସେଥିମଧ୍ୟରୁ ଜଣଙ୍କର ରିପୋର୍ଟ ପଜିଟିଭ ରହିଛି । ଆକ୍ରାନ୍ତ ଜଣକ ସୁରଟ ଫେରନ୍ତା । ତେବେ ସେହି ସମାନ କ୍ବାରେଣ୍ଟାଇନ ସେଣ୍ଟର ହୋଇଥିବାରୁ ସଂକ୍ରମଣ ବ୍ୟାପିଥିବା ଜଣାପଡିଛି ।

ସ୍ୱାସ୍ଥ୍ୟ ପରିବାର ତରଫରୁ ସୂଚନା ପାଇବା ପରେ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥିତ ସୋମ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା କହିଛନ୍ତି ଜିଲ୍ଲାପାଳ । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ରେ ପହଞ୍ଚିଛି । ପୂର୍ବରୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ତେଣୁ ଭୀୟଭିତ ହେବାର ନାହିଁ ବୋଲି କହିଛନ୍ତି ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.