ETV Bharat / state

ନବରଙ୍ଗପୁରରୁ 27 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Apr 9, 2021, 4:06 PM IST

ଶୁକ୍ରବାର ନବରଙ୍ଗପୁରରେ 27 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 6006ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ନବରଙ୍ଗପୁରରୁ 27  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର: ରାଜ୍ୟରେ କୋରୋନାର ଦ୍ବିତୀୟ ଲହରୀ ଭୟଙ୍କର ରୂପ ନେବାକୁ ବସିଲାଣି । ଦୈନିକ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି l ଏହି କ୍ରମରେ ଶୁକ୍ରବାର ନବରଙ୍ଗପୁରରେ 27 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 6006ରେ ପହଞ୍ଚିଛି ।

ଶୁକ୍ରବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଝରିଗାଁ ବ୍ଲକରୁ ସର୍ବାଧିକ 9 ଜଣ, ରାଇଘର ବ୍ଲକରୁ 6 ଜଣ, ଚନ୍ଦାହାଣ୍ଡି ବ୍ଲକରୁ 4 ଜଣ, ନବରଙ୍ଗପୁର ମ୍ୟୁନିସିପାଲିଟିରୁ 3 ଜଣ, ନନ୍ଦାହାଣ୍ଡି ବ୍ଲକରୁ 3 ଜଣ ଏବଂ ଡାବୁଗାଁ ଓ ତେନ୍ତୁଳିଖୁଣ୍ଟି ବ୍ଲକରୁ ଜଣେ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି l

ଜିଲ୍ଲାରେ ଗତ 3 ଦିନ ମଧ୍ୟରେ 69 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ସଂକ୍ରମଣ ଗ୍ରାଫ୍ ଧିରେ ଧିରେ ଉପରମୁହାଁ ହେବାରେ ଲାଗିଛି l ତେବେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 5830 ଜଣ ସୁସ୍ଥ ହୋଇ ଫେରିଛନ୍ତି। ସେହିପରି 130 ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.