ETV Bharat / state

ପୋଖରୀରେ ବୁଡି଼ ଦୁଇ ଶିଶୁ ମୃତ

ଶୌଚ ପାଇଁ ଯାଇଥିବା ସମୟରେ ପୋଖରୀରେ ବୁଡି ଦୁଇ ଶିଶୁ ମୃତ । ଅଧିକ ପଢ଼ନ୍ତୁ...

ପୋଖରୀରେ ବୁଡି଼ ଦୁଇ ଶିଶୁ ମୃତ
author img

By

Published : Nov 18, 2019, 11:22 PM IST

ନବରଙ୍ଗପୁର: ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଡ଼ଙ୍ଗାଶୀଲ ଗ୍ରାମରେ ପୋଖରୀରେ ବୁଡି ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଛି । ମୃତ ଶିଶୁ ଦ୍ବୟ ହେଲେ ଟଭା ଜାନୀ ଓ ଉମା ଜାନୀ । ସୋମବାର ସନ୍ଧ୍ୟା 4ଟା ସମୟରେ ଶୌଚ ହେବାକୁ ଯାଇଥିବାବେଳେ ପୋଖରୀରେ ଗୋଡ଼ ଖସି ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି ।

ପୋଖରୀରେ ବୁଡି଼ ଦୁଇ ଶିଶୁ ମୃତ

ସୂଚନା ଅନୁସାରେ ଶିଶୁ ଦ୍ବୟ ଶୌଚ ହେବାକୁ ଯାଇ ଅନେକ ସମୟ ପର୍ଯ୍ୟନ୍ତ ନ ଫେରିବାରୁ ଗ୍ରାମବାସୀ ଖୋଜାଖୋଜି କରିଥିଲେ । ବହୁତ ସମୟ ଖୋଜିବା ପରେ ମଧ୍ୟ ସେମାନଙ୍କର କୌଣସି ପତ୍ତା ନ ପାଇବାରୁ ଗ୍ରାମବାସୀ ପୂଜାରୀଗୁଡା ସ୍ଥିତ ଅଗ୍ନିଶମ ବିଭାଗକୁ ଜଣାଇଥିଲେ ।

ଅଗ୍ନିଶମ ବିଭାଗ ପକ୍ଷରୁ ବହୁତ ଖୋଜାଖୋଜି କରିବା ପରେ ସନ୍ଧ୍ୟା ସମୟରେ ପୋଖରୀରୁ ମୃତ ଦେହ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ତେନ୍ତୁଳିଖୁଣ୍ଟି ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଅପମୃତ୍ୟୁ ମାମଲା ଦାୟର କରିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ - ପାଣିରେ ବୁଡି ଦୁଇ ଶିଶୁ ମୃତ୍ୟୁ
ଫର୍ମାଟ - ଏଭିଓ, ୧୮/୧୧/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
----------------------------------------------------
ଆଙ୍କର - ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଡ଼ଙ୍ଗାଶୀଲ ଗ୍ରାମରେ ପୋଖରୀରେ ବୁଡି ଦୁଇ ଶିଶୁ ମୃତ । ମୃତ ଶିଶୁ ଦୁଇ ଜଣ ହେଲେ ଟଭା ଜନୀ ଓ ଉମା ଜନୀ ।ଆଜି ସନ୍ଧ୍ୟା ୪ ଟା ସମୟରେ ଶୌଚ କରିବା କୁ ଯାଇଥିବାବେଳେ ପୋଖରୀରେ ଗୋଡ଼ ଖସି ମୃତ୍ୟୁ ବରଣ କରିଥିବାବେଳେ । ବହୁତ ସମୟ ଧରି ଗ୍ରାମବାସୀ ଖୋଜାଖୋଜି କରି ନ ପାଇବାରୁ ଗ୍ରାମବାସୀ ପୂଜାରୀଗୁଡା ସ୍ଥିତ ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ଅଗ୍ନିଶମ ବିଭାଗ ତରଫରୁ ବହୁତ ଖୋଜଖଜି କରିବାପରେ ସନ୍ଧ୍ୟା ସମୟରେ ଶବ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ତେନ୍ତୁଳିଖୁଣ୍ଟି ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ଅପମୃତ୍ୟୁ ମାମଲା ଦାୟର କରିଛି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.