ETV Bharat / state

ଟ୍ରେନ ତଳେ ପଡି ଦୁଇ ଗୋଡ ହରାଇଲେ ଯୁବକ - leg

ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅଧିନସ୍ଥ ଭୁଗୁଡ଼ାକଟା ଗ୍ରାମର ଚିତ୍ତରଞ୍ଜନ ହାତୀ ଟ୍ରେନ ଲାଇନ କ୍ରସ କରିବା ସମୟରେ ଦୁଇ ଗୋଡ କଟି ଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ
author img

By

Published : Jul 10, 2019, 2:13 PM IST

ମୟୁରଭଞ୍ଜ: ଟ୍ରେନ ଲାଇନ କ୍ରସ କରିବା ଯୁବକଙ୍କୁ ପଡିଲା ମହଙ୍ଗା । ବିଳମ୍ବିତ ରାତିରେ ଟ୍ରେନ ତଳେ ପଡିଯାଇ ଜଣେ ଯୁବକଙ୍କ ଦୁଇ ଗୋଡ କଟି ଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ ଯୁବକଙ୍କ ପରିବାର ଲୋକ ସେଠାରେ ପହଞ୍ଚି କ୍ଷତିପୂରଣ ଦାବି କରିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ସୂଚନାନୁସାରେ ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅଧିନସ୍ଥ ଭୁଗୁଡ଼ାକଟା ଗ୍ରାମର ଚିତ୍ତରଞ୍ଜନ ହାତୀଙ୍କ ଟ୍ରେନରେ ଦୁଇ ଗୋଡ କଟି ଯାଇଛି । ଗତକାଲି ବିଳମ୍ବିତ ରାତିରେ ଅତ୍ୟଧିକ ନିଶା ସେବନ କରି ସେ ଟ୍ରେନ ଲାଇନ କ୍ରସ କରୁଥିଲେ । ହେଲେ ସେତିକି ବେଳେ ବାରିପଦାରୁ ରୂପସା ଯାଉଥିବା ଡିଏମୟୁ ଟ୍ରେନ ତଳେ ଯୁବକ ଜଣକ ପଡି ଯାଇଥିଲେ । ଫଳରେ ତାଙ୍କର ଦୁଇ ଗୋଡ କଟି ଯାଇଛି। ତେବେ ଘଟଣା ସ୍ଥଳରେ ଜିଆରପି ପୋଲିସ ପହଞ୍ଚି ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାରିପଦା ପିଆରଏମ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro: ରାତିରେ ଟ୍ରେନ ତଳେ ପଡିଯାଇ ଜଣେ ଯୁବକଙ୍କ ଦୁଇ ଗୋଡ କଟି ଯାଇଛି ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାନୁସାରେ ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅଧିନସ୍ଥ ଭୁଗୁଡ଼ାକଟା ଗ୍ରାମର ଚିତ୍ତରଞ୍ଜନ ହାତୀଙ୍କ ଟ୍ରେନରେ ଦୁଇ ଗୋଡ କଟି ଯାଇଛି। ଗତକାଲି ବିଳମ୍ବିତ ରାତିରେ ଅତ୍ୟଧିକ ନିଶା ସେବନ ହେତୁ ବାରିପଦା ରୁ ରୂପସା ଯାଉଥିବା ଡି ଏମ ୟୁ ଟ୍ରେନ ତଳେ ଯୁବକ ଜଣକ ପଡି ଯାଇଥିବା ବେଳେ ତାଙ୍କ ଦୁଇ ଗୋଡ କଟି ଯାଇଛି।Body:ତେବେ ଘଟଣା ସ୍ଥଳରେ ଜିଆରପି ପୋଲିସ ପହଞ୍ଚି ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାରିପଦା ପିଆରଏମ ମେଡିକାଲ କଲେଜରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛି।
Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.