ETV Bharat / state

ବଜ୍ରାଘାତରେ ମହିଳା ଗୁରୁତର - ବଜ୍ରାଘାତ

ଡୁମୁରିକୁଦର ଗ୍ରାମରେ ବଜ୍ରାଘାତରେ ମହିଳା ଗୁରୁତର । ଭାଗୋ ମାଝି ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନା ଚିକିତ୍ସିତ ହେଉଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Sep 11, 2019, 3:34 AM IST

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଚଢେଇପାହାଡି ପଞ୍ଚାୟତ ଅଧିନ ଡୁମୁରିକୁଦର ଗ୍ରାମରେ ବଜ୍ରାଘାତରେ ମହିଳା ଗୁରୁତର । ଗୁରୁତର ଆହତ ହୋଇଥିବା ମହିଳା ଜଣକ ହେଲେ ସେହି ଗ୍ରାମର ରାମି ମାଝିଙ୍କ ସ୍ତ୍ରୀ ଭାଗୋ ମାଝି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ ପାନୀୟ ଜଳ ଆଣିବା ପାଇଁ ମହିଳା ଜଣକ ଘର ନିକଟସ୍ଥ ନଳକୂପ ପାଖକୁ ଯାଇଥିଲେ । ତେବେ ହଠାତ୍ ସେହି ସମୟରେ ବଜ୍ରପାତ ହେବାରୁ ମହିଳା ଜଣକ ସେହିଠାରେ ଅଚେତ ଅବସ୍ଥାରେ ପଡିରହିଥିଲେ । ପରିବାର ଲୋକେ ତୁରନ୍ତ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ବଜ୍ରାପାତରେ ଜଣେ ମହିଳା ଗୁରୁତର। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଚଢେଇପାହାଡି ପଞ୍ଚାୟତ ଅଧିନ ଡୁମୁରିକୁଦର ଗ୍ରାମରେ। ଗୁରୁତର ଆହତ ହୋଇଥିବା ମହିଳା ଜଣକ ହେଲେ ସେହି ଗ୍ରାମର ରାମି ମାଝି ଙ୍କ ସ୍ତ୍ରୀ ଭାଗୋ ମାଝି। ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସମୟରେ ପାନୀୟ ଜଳ ଆଣିବା ପାଇଁ ମହିଳା ଜଣକ ଘର ନିକଟସ୍ଥ ନଳକୂପ ପାଖକୁ ଯାଇଥିଲେ। ତେବେ ହଠାତ୍ ସେହି ସମୟରେ ବଜ୍ରପାତ ହେବାରୁ ମହିଳା ଜଣକ ସେହିଠାରେ ସଂଜ୍ଞାହୀନ ଅବସ୍ଥାରେ ପଡିରହିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ। ତେବେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ଏବଂ ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଜାରି ରହିଛି।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.