ETV Bharat / state

ରାଇରଙ୍ଗପୁର ସହରରେ କଳା ପଲସର ଆତଙ୍କ, ପୁଣି ଲୁଟେରା ଗ୍ୟାଙ୍ଗ ସକ୍ରିୟ

author img

By

Published : Jan 13, 2021, 1:54 PM IST

ରାଇରଙ୍ଗପୁର ସହରରେ କଳା ପଲସର ଆତଙ୍କ । ସହରରେ ପୁଣି ଲୁଟେରା ଗ୍ୟାଙ୍ଗ ସକ୍ରିୟ ଥିବା ବେଳେ ଜଣେ ସୁନାଗହଣା ବ୍ୟବସାୟୀଙ୍କଠାରୁ ଲୁଟ ଉଦ୍ୟମ କରିଛନ୍ତି ଲୁଟେରା । ଅଧିକ ପଢନ୍ତୁ...

ରାଇରଙ୍ଗପୁର ସହରରେ କଳା ପଲସର ଆତଙ୍କ, ପୁଣି ଲୁଟେରା ଗ୍ୟାଙ୍ଗ ସକ୍ରିୟ
ରାଇରଙ୍ଗପୁର ସହରରେ କଳା ପଲସର ଆତଙ୍କ, ପୁଣି ଲୁଟେରା ଗ୍ୟାଙ୍ଗ ସକ୍ରିୟ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ କଳା ପଲସର ଆତଙ୍କ । ସହରରେ ପୁଣି ଲୁଟେରା ଗ୍ୟାଙ୍ଗ ସକ୍ରିୟ ଥିବା ବେଳେ ଜଣେ ସୁନାଗହଣା ବ୍ୟବସାୟୀଙ୍କଠାରୁ ଲୁଟ ଉଦ୍ୟମ କରିଛନ୍ତି ଲୁଟେରା ।

ସୂଚନା ଅନୁଯାୟୀ ରାଇରଙ୍ଗପୁର ସହରରେ ଥିବା ମା ଦୁର୍ଗା ଜୁଏଲାରୀର ମାଲିକ ଲିଙ୍ଗରାଜ ମହାପାତ୍ର ରାତ୍ରି ପ୍ରାୟ ୮.୫୦ ମିନିଟ ସମୟରେ ଦୋକାନ ବନ୍ଦ କରି ବାଇକରେ ଘରକୁ ଯାଉଥିବା ବେଳେ ତାଙ୍କ ଦୋକାନ ସମ୍ମୁଖରେ ଜଣେ ଲୁଟେରା ସୁନା ରୂପା ଥିବା ବ୍ୟାଗଟିକୁ ଲୁଟ କରି ପଳାଇ ଯିବାକୁ ଉଦ୍ୟମ କରୁଥିଲା । ଏହି ସମୟରେ ଦୋକାନୀ ମାଲିକଙ୍କ ପାଟି ଶୁଣି ପାଖ ଦୋକାନୀମାନେ ଆସିଯିବାରୁ ଲୁଟେରା ଜଣକ ପୂର୍ବରୁ ପ୍ରସ୍ତୁତ ଥିବା କଳା ରଙ୍ଗର ପଲସରରେ ବସି ଦୃତ ଗତିରେ ଫେରାର ହୋଇ ଯାଇଥିଲେ।

ଏ ନେଇ ଗହଣା ବ୍ୟବସାୟୀ ଜଣକ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.