ETV Bharat / state

ମୟୂରଭଞ୍ଜ ପୋଲିସ ପକ୍ଷରୁ ଟ୍ରାଫିକ ନିୟମ ସଚେତନତା ସଭା - ମୟୂରଭଞ୍ଜ ଏସପି

ଗୁରୁବାର ଜିଲ୍ଲା ପୋଲିସ ପକ୍ଷରୁ ମୟୂରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସଙ୍କ ନେତୃତ୍ବରେ ଜିଲ୍ଲାରେ ଵିଭିନ୍ନ ସ୍ଥାନରେ ସଚେତନତା ସଭା ସହ ରାଲିର ଆୟୋଜନ କରାଯାଇଥିଲା।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Sep 6, 2019, 4:35 AM IST

ବାରିପଦା: ସମଗ୍ର ଦେଶରେ ନୂତନ ସଂଶୋଧିତ ସଡକ ସୁରକ୍ଷା ନିୟମ ଲାଗୁ ହେବା ପରେ ଏହାର ପ୍ରଭାବ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି। ଏହି ନିୟମକୁ ସଠିକ ଭାବେ ଲୋକଲୋଚନକୁ ଆଣିବା ସହ ଲୋକଙ୍କୁ ସଚେତନ କରାଇବା ପାଇଁ ଅଣ୍ଟା ଭିଡ଼ିଛି ମୟୂରଭଞ୍ଜ ପୋଲିସ ଓ ପ୍ରଶାସନ।

ଏନେଇ ଗତ ଗୁରୁବାର ଜିଲ୍ଲା ପୋଲିସ ପକ୍ଷରୁ ମୟୂରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସଙ୍କ ନେତୃତ୍ବରେ ଜିଲ୍ଲାରେ ଵିଭିନ୍ନ ସ୍ଥାନରେ ସଚେତନତା ସଭା ସହ ରାଲିର ଆୟୋଜନ କରାଯାଇଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ମହାରାଜା ପୂର୍ଣଚନ୍ଦ୍ର କଲେଜଠାରେ ଆୟୋଜିତ ଏହି ସଭାରେ ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ, ଉପ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ବାରିପଦା ସଦର ଏସଡ଼ିପିଓ କୃଷ୍ଣପ୍ରସାଦ ପଟ୍ଟନାୟକ, ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଓ କଲେଜ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ତେବେ ଏହି କାର୍ଯ୍ୟକ୍ରମରେ ଏସପି ଟ୍ରାଫିକ ନିୟମ ଭାଙ୍ଗିଲେ ଲୋକମାନେ କେଉଁ ସବୁ ଅସୁବିଧାର ସମ୍ମୁଖୀନ ହେବେ ସେ ବିଷୟରେ ସଚେତନ କରାଇବା ସହ ଏଥିରୁ ନିବୃତ ରହିବା ପାଇଁ ବାର୍ତ୍ତା ଦେଇଥିଲେ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ସମଗ୍ର ଦେଶରେ ନୂତନ ସଂଶୋଧିତ ସଡକ ସୁରକ୍ଷା ନିୟମ ଲାଗୁ ହେବ ପରେ ଏହାର ପ୍ରଭାବ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି।ଏହି ନିୟମକୁ ସଠିକ ଭାବେ ଲୋକଲୋଚନ କୁ ଆଣିବା ସହ ଲୋକଙ୍କୁ ସଚେତନ କରାଇବା ପାଇଁ ଅଣ୍ଟା ଭିଡ଼ିଛି ମୟୂରଭଞ୍ଜ ପୋଲିସ ଓ ପ୍ରଶାସନ।ଆଜି ଜିଲ୍ଲା ପୋଲିସ ପକ୍ଷରୁ ମୟୁରଭଞ୍ଜ ଏସ ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ନେତୃତ୍ୱ ରେ ଜିଲ୍ଲାରେ ଵିଭିନ୍ନ ସ୍ଥାନରେ ସଚେତନତା ସଭା ସହ ରାଲି ର ଆୟୋଜନ କରାଯାଇଥିଲା। ମହାରାଜା ପୂର୍ଣଚନ୍ଦ୍ର କଲେଜ ଠାରେ ଆୟୋଜିତ ଏକ ସଭାରେ ଏସ ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ , ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ବାରିପଦା ସଦର ଏସ ଡ଼ି ପି ଓ କୃଷ୍ଣପ୍ରସାଦ ପଟ୍ଟନାୟକ ଙ୍କ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଓ କଲେଜ ର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ଏସ ପି ମହୋଦୟ ଟ୍ରାଫିକ ନିୟମ ଭାଙ୍ଗିଲେ କେଉଁ ସବୁ ଅସୁବିଧାର ସମ୍ମୁଖୀନ ହେବେ ସେ ବିଷୟରେ ସଚେତନ  କରାଇବା ସହ ଅନ୍ୟ ମାନଙ୍କ ମଧ୍ୟ ଏଥିରୁ ନିବୃତ ରହିବା ପାଇଁ ବାର୍ତ୍ତା ଦେଇଥିଲେ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.