ETV Bharat / state

ସହୀଦ ସ୍ମୃତି ଭବନରେ ପଞ୍ଚାୟତିରାଜ ଦିବସ ପାଳିତ - mayurbhanj news

ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ବାରିପଦା ସହିଦ ସ୍ମୃତି ଭବନ ଠାରେ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ...

Shaheed Smriti Bhavan
ସହୀଦ ସ୍ମୃତି ଭବନରେ ପଞ୍ଚାୟତିରାଜ ଦିବସ ପାଳିତ
author img

By

Published : Mar 5, 2020, 9:27 PM IST

ବାରିପଦା: ଆଜି ପ୍ରବାଦ ପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜନ୍ମ ଜୟନ୍ତୀ । ଏହି ଦିବସକୁ ଓଡିଶା ସରକାରଙ୍କ ପକ୍ଷରୁ ପଞ୍ଚାୟତିରାଜ ଦିବସ ରୂପେ ସମସ୍ତ ଜିଲ୍ଲାରେ ପାଳିତ କରାଯାଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ବାରିପଦାର ସହୀଦ ସ୍ମୃତି ଭବନରେ ମଧ୍ୟ ପାଳିତ ହୋଇଯାଇଛି ।

ସହୀଦ ସ୍ମୃତି ଭବନରେ ପଞ୍ଚାୟତିରାଜ ଦିବସ ପାଳିତ

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଉପସ୍ଥିତି ରହି ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କାରାଇଥିଲେ । ଏହି ସଭାରେ ବିଭିନ୍ନ ଅଞ୍ଚଳରୁ ସ୍ବୟଂ ସହାୟକ ଗୋଷ୍ଠୀ, ବିଜେଡିର କର୍ମକପର୍ତ୍ତା, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.