ETV Bharat / state

ବର୍ଦ୍ଧିତ ତୈଳ ଦର ବିରୋଧରେ ମୋରଡା ବ୍ଲକ କଂଗ୍ରେସର ଗର୍ଜନ

author img

By

Published : Jun 30, 2020, 10:28 PM IST

Updated : Jun 30, 2020, 10:35 PM IST

ମୋରଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ପ୍ରଭାସ କର ମହାପାତ୍ରଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ଏକତ୍ର ହୋଇ ମୋରଡା ବ୍ଲକ ଚିତ୍ରଡା ଜଗନ୍ନାଥ ମନ୍ଦିର ନିକଟରୁ ରାଲି ଆରମ୍ଭ କରିଥିଲେ । ଏହି ରାଲିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟେ ମୋରଡା ବ୍ଲକ ବିଡିଓଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

mayurbhanj latest news, congress on protest against fuel price hike in mayurbhanj, morada block congress presents memorandum, fuel price hike, ମୟୂରଭଞ୍ଜ ଲାଟେଷ୍ଟ ନ୍ୟୁଜ୍‌, ମୟୂରଭଞ୍ଜରେ ତୈଳ ଦର ବିରୋଧରେ କଂଗ୍ରେସର ବିକ୍ଷୋଭ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମୋରଡା ବ୍ଲକ କଂଗ୍ରେସର ଦାବିପତ୍ର, ତୈଳ ଦର ବୃଦ୍ଧି
ବର୍ଦ୍ଧିତ ପେଟ୍ରୋଲ ଡିଜେଲ ଦର ବିରୋଧରେ ମୋରଡା ବ୍ଲକ କଂଗ୍ରେସର ଗର୍ଜନ

ବାରିପଦା: ଦିନକୁ ଦିନ ବେଲଗାମ ହେବାରେ ଲାଗିଥିବା ବର୍ଦ୍ଧିତ ତୈଳ ଦର ବିରୋଧରେ ଦେଶବ୍ୟାପୀ କଂଗ୍ରେସର ପ୍ରତିବାଦ । ଏନେଇ ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ କଂଗ୍ରେସ ପକ୍ଷରୁ ତୈଳ ଦର ବୃଦ୍ଧି ବିରୋଧରେ ବିଡିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ମୋରଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ପ୍ରଭାସ କର ମହାପାତ୍ରଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ଏକତ୍ର ହୋଇ ମୋରଡା ବ୍ଲକ ଚିତ୍ରଡା ଜଗନ୍ନାଥ ମନ୍ଦିର ନିକଟରୁ ରାଲି ଆରମ୍ଭ କରିଥିଲେ । ଏହି ରାଲିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟେ ମୋରଡା ବ୍ଲକ ବିଡିଓଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ତେବେ ଗୋଟିଏ ପଟେ କୋରୋନା ସଂକ୍ରମଣ ବଢିବାରେ ଲାଗିଥିବା ବେଳେ ଅନ୍ୟପଟେ ସରକାରଙ୍କ ତୈଳ ଦର ବୃଦ୍ଧି ଲୋକଙ୍କ ଅସୁବିଧାକୁ ଦ୍ବିଗୁଣିତ କରୁଥିବା କଂଗ୍ରେସ ଅଭିଯୋଗ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Jun 30, 2020, 10:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.