ETV Bharat / state

ମାନସିକ ବିକୃତ ଯୁବକଙ୍କ ଅଭାବନୀୟ କାଣ୍ତ: ନିଜଦେହରେ କିରୋସିନ ଢାଳି ଲଗାଇଲେ ନିଆଁ - ନିଜଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

ମାନସିକ ବିକୃତ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ନିଜ ଦେହରେ କିରୋସିନ ଢାଳି ନିଆଁ ଲଗେଇ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ । ଏ ଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଜଶୀପୁର ଗାଁରେ । ଅଧିକ ପଢନ୍ତୁ

ମାନସିକ ବିକୃତ ଯୁବକଙ୍କ ଅଭାବନୀୟ କାଣ୍ତ: ନିଜଦେହରେ କିରୋସିନ ଢାଳି ଲଗାଇଲେ ନିଆଁ

author img

By

Published : Dec 29, 2021, 10:44 PM IST

ରାଇରଙ୍ଗପୁର: ମାନସିକ ବିକୃତ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ନିଜ ଦେହରେ କିରୋସିନ ଢାଳି ନିଆଁ ଲଗେଇ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ । ଏ ଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଜଶୀପୁର ଗାଁରେ । ସୂଚନା ଅନୁଯାୟୀ, ତିରିଙ୍ଗ ଥାନା ମଝିଗାଁ ଅଞ୍ଚଳର ବାରିସା ମୁଣ୍ଡା । ଶୀତ ପାଇଁ ଚୁଲ୍ଲୀ ପାଖରେ ବସି ନିଆଁ ପୁଆଁଉଥିଲେ ।

ମାନସିକ ବିକୃତ ଯୁବକଙ୍କ ଅଭାବନୀୟ କାଣ୍ତ: ନିଜଦେହରେ କିରୋସିନ ଢାଳି ଲଗାଇଲେ ନିଆଁ

ଏ ସମୟରେ ହଠାତ ପାଖରେ ରଖା ହୋଇଥିବା କିରାସିନି ଡବା ଖୋଲି ନିଜ ଦେହରେ ଢାଳି ପକାଇଥିଲେ । ଯାହା ଫଳରେ ଦେହରେ ନିଆଁ ଲାଗି ଯାଇଥିଲା। ଚିତ୍କାର ଶୁଣି ପରିବାର ଲୋକେ ନିଆଁ ଲିଭାଇବା ଯୁବକଙ୍କୁ ଉଦ୍ଧାର କରିଥିଲେ ।

ପରେ ରାଇରଙ୍ଗପୁର ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟାଳୟ ପିଆରଏମ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.