ETV Bharat / state

ଡିଆଇଜିଙ୍କ ସ୍ବାଭିମାନ ଅଞ୍ଚଳ ଗସ୍ତ

author img

By

Published : Jan 7, 2021, 7:26 AM IST

ଦକ୍ଷିଣ ପଶ୍ଚିମାଞ୍ଚଳର ନୂତନ ଡିଆଇଜିଙ୍କ ସ୍ବାଭିମାନ ଅଞ୍ଚଳ ଗସ୍ତ । ଅଧିକ ପଢନ୍ତୁ...

ସ୍ବାଭିମାନ ଅଞ୍ଚଳ
ସ୍ବାଭିମାନ ଅଞ୍ଚଳ

ମାଲକାନଗିରି: ନୂତନ ଭାବେ ଯୋଗ ଦେଇଥିବା ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେସ ପଣ୍ଡିତ ସ୍ବାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି। ଦାୟିତ୍ବ ନେବା ପରେ ଡିଆଇଜି ରାଜେସ ପଣ୍ଡିତଙ୍କ ସ୍ବାଭିମାନ ଅଞ୍ଚଳକୁ ଏହା ପ୍ରଥମ ଗସ୍ତ ରହିଛି।

ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ନୂତନ ଡିଆଇଜି । ଏହାସହ ସ୍ବାଭିମାନ ଅଞ୍ଚଳରେ ରାଜ୍ୟ ପୋଲିସ ଏବଂ ବିଏସଏଫ ବାହିନୀର ମିଳିତ ବୈଠକରେ ମଧ୍ୟ ସେ ଯୋଗ ଦେଇଥିଲେ । ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଏମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ଡିଆଇଜି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.