ETV Bharat / state

ମାଲକାନଗିରିରେ ମିଶନ ଇନ୍ଦ୍ରଧନୁଷର ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ - ମିଶନ ଇନ୍ଦ୍ର ଧନୁଷ

ମାଲକାନଗିରି ଜିଲ୍ଲାରେ ପୁଣିଥରେ ଆରମ୍ଭ ହେବ ମିଶନ ଇନ୍ଦ୍ର ଧନୁଷର ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ । ରାଜ୍ୟର ୬ଟି ଜିଲ୍ଲାରେ ୪ଟି ପର୍ଯ୍ୟାୟରେ ପ୍ରତି ମାସରେ ୭ ଦିନ ଧରି ଏହି ଟୀକାକରଣ କରିବାର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଅଧିକ ଖବର ପଢନ୍ତୁ...

ମାଲକାନଗିରିରେ ମିଶନ ଇନ୍ଦ୍ର ଧନୁଷର ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ
ମାଲକାନଗିରିରେ ମିଶନ ଇନ୍ଦ୍ର ଧନୁଷର ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ
author img

By

Published : Nov 29, 2019, 7:09 PM IST

ମାଲକାନଗିରି: ଜିଲ୍ଲାରେ ପୁଣି ଥରେ ଆରମ୍ଭ ହେବ ମିଶନ ଇନ୍ଦ୍ରଧନୁଷର ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ । ରାଜ୍ୟର ୬ଟି ଜିଲ୍ଲାରେ ୪ଟି ପର୍ଯ୍ୟାୟରେ ପ୍ରତି ମାସରେ ୭ ଦିନ ଧରି ଏହି ଟୀକାକରଣ କରିବାର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

ମାଲକାନଗିରିରେ ମିଶନ ଇନ୍ଦ୍ର ଧନୁଷର ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ

ଜିଲ୍ଲାର ୮୯୩ ଟି ସ୍ଥାନରେ ଏହି ଟୀକାକରଣ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି । ୪୨୩ ଜଣ ଗର୍ଭବତୀ ମହିଳା ଓ ୨ ହଜାର ୨୫୮ ଜଣ ଶିଶୁଙ୍କୁ ଏହି ଟୀକାକରଣରେ ଅନ୍ତର୍ଭୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ସ୍ଥିର କରିଛି । ବିଶେଷ କରି ଜିଲ୍ଲାର ଦୁର୍ଗମ ଅଞ୍ଚଳ ସହ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ଉପରେ ସ୍ବାସ୍ଥ୍ୟ ବିଭାଗ ଅଧିକ ଫୋକସ ରଖିଛି ।

ବିଚ୍ଛିନ୍ନାଞ୍ଚଳରେ ୩ଟି ମୋଟର ଆମ୍ବୁଲାନ୍ସ ଯୋଗେ ଯନ୍ତ୍ରୀ, ଅଣ୍ଡ୍ରାପାଲ୍ଲି, ଯୋଡାମ୍ବ, ପଣସପୁଟ ଓ ଗାଜଲ ମାମୁଡି ପଞ୍ଚାୟତରେ ସ୍ବାସ୍ଥ୍ୟକର୍ମୀ ମାନେ ପହଞ୍ଚି ଆଦିବାସୀ ଲୋକଙ୍କୁ ଟୀକାକରଣ କରିବେ । ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲାରେ ପୁଣି ଥରେ ଆରମ୍ଭ ହେବ ମିଶନ ଇନ୍ଦ୍ର ଧନୁଷର ଦ୍ବିତିୟ ପର୍ଯ୍ୟାୟ ଟିକା କରଣ । ରାଜ୍ୟର ୬ ଟି ଜିଲ୍ଲାରେ ୪ ଟି ପର୍ଯ୍ୟାୟରେ ପ୍ରତି ମାସରେ ୭ ଦିନ ଧରି ଏହି ଟିକା କରଣ କରିବାର ଲକ୍ଷ ରଖିଛନ୍ତି ରାଜ୍ୟ ସରକାରBody:ମାଲକାନଗିରି ଜିଲ୍ଲାର ୮୯୩ ଟି ସ୍ତାନରେ ଏହି ଟିକା କରଣ କରିବା ଲାଗି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି । ୪୨୩ ଜଣ ଗର୍ଭବତି ମହିଳା ଓ ୨୨୫୮ ଜଣ ଶିଶୁଙ୍କୁ ଏହି ଟିକା କରଣରେ ଅନ୍ତରଭୁକ୍ତ କରିବା ଲାଗି ଜିଲ୍ଲା ପ୍ରଶାଶନ ସ୍ତିର କରିଛି । ବିଶେଷ କରି ଜିଲ୍ଲାର ଦୁର୍ଗମ ଅଞ୍ଚଳ ସହ ଚିତ୍ରକୋଣ୍ଡା ବିଚ୍ଛାନ୍ନାଞ୍ଚଳ ଉପରେ ସ୍ବାସ୍ଥ୍ୟ ବିଭାଗ ଅଧିକା ଫୋକସ କରିଛି । ବିଚ୍ଛିନ୍ନାଞ୍ଚଳରେ ୩ ଟି ମୋଟର ଆମ୍ବୁଲାନ୍ସ ଯୋଗେଁ ଯନ୍ତ୍ରୀ, ଅଣ୍ଡ୍ରାପାଲ୍ଲି, ଯୋଡାମ୍ବ, ପଣଷପୁଟ ଓ ଗାଜଲ ମାମୁଡି ପଞ୍ଚାୟତ ଠାରେ ସ୍ବାସ୍ଥ୍ୟ କର୍ମୀ ମାନେ ପହଞ୍ଚି ଆଦିବାସି ଲୋକଙ୍କୁ ଟିକା କରଣ କରିବେ । ଏକ ସାମ୍ବାଦିକ ସମ୍ମିଳନିରେ ଏହି ସୁଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି ।

ବାଇଟ – ଅଜୟ କୁମା ବୈଠାରୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି
Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.