ETV Bharat / state

ହୁତୁହୁତୁ ହୋଇ ଜଳୁଛି ମାଲକାନଗିରି ଜଙ୍ଗଲ - malkangiri forest fire

ହୁତୁହୁତୁ ହୋଇ ଜଳୁଛି ମାଲକାନଗିରି ଜିଲ୍ଲାର ଅନେକ ଜଙ୍ଗଲ । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ବ୍ୟାପିବାରେ ଲାଗିଛି । ସଦର ମହକୁମା ନିକଟସ୍ଥ ଗୋଇ ପାହାଡ଼ । ସେଠାରେ ମଧ୍ୟ ଗୋଟିଏ ପାହାଡ଼ରୁ ନିଆଁ ଲାଗି ଗୋଟିଏ ପରେ ଗୋଟିଏ ପ୍ରାୟ ୧୦ ଟି ପାହାଡ଼କୁ ନିଆଁ ବ୍ୟାପି ସାରିଲାଣି । ଅଧିକ ପଢନ୍ତୁ...

ହୁତୁହୁତୁ ହୋଇ ଜଳୁଛି ମାଲକାନଗିରି ଜଙ୍ଗଲ
ହୁତୁହୁତୁ ହୋଇ ଜଳୁଛି ମାଲକାନଗିରି ଜଙ୍ଗଲ
author img

By

Published : Mar 8, 2021, 10:35 PM IST

ମାଲକାନଗିରି : ହୁତୁହୁତୁ ହୋଇ ଜଳୁଛି ମାଲକାନଗିରି ଜିଲ୍ଲାର ଅନେକ ଜଙ୍ଗଲ । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ବ୍ୟାପିବାରେ ଲାଗିଛି । ସଦର ମହକୁମା ନିକଟସ୍ଥ ଗୋଇ ପାହାଡ଼ । ସେଠାରେ ମଧ୍ୟ ଗୋଟିଏ ପାହାଡ଼ରୁ ନିଆଁ ଲାଗି ଗୋଟିଏ ପରେ ଗୋଟିଏ ପ୍ରାୟ ୧୦ ଟି ପାହାଡ଼କୁ ନିଆଁ ବ୍ୟାପି ସାରିଲାଣି ।

ହୁତୁହୁତୁ ହୋଇ ଜଳୁଛି ମାଲକାନଗିରି ଜଙ୍ଗଲ

କେବଳ ଏହି ଗୋଟିଏ ପାହାଡ଼ ନୁହେଁ ଏହିପରି ଜିଲ୍ଲାର କୋରୁକୋଣ୍ଡାର ଭିମାରାଙ୍ଗିନୀ, କୁକୁଡ଼ାଗୁଡା, ଚାଲାଣଗୁଡା ପରି ଅନେକ ପାହାଡ଼ରେ ନିଆଁ ଲାଗି ଜଳୁଛି ଜଙ୍ଗଲ । ନିଆଁ ଲାଗିବାର କାରଣ ଜଣାପଡି ନଥିଲେ ମଧ୍ୟ ସ୍ଥାନୀୟ ଲୋକେ ନିଆଁ ଲଗାଇଥିବା ଅନୁମାନ କରୁଛି ବନ ବିଭାଗ । ନିଆଁ ଯେପରି ଅଣ ଆୟତ୍ତ ନହିଏ ସେଥିପାଇଁ ବନ ବିଭାଗର ଟିମ୍ ଗୁଡିକ ଗଠନ କରାଯାଇ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଛି । ବନ ବିଭାଗ କର୍ମଚାରୀ ମାନେ ଦିନ ରାତି ଏକ କରି ନିଆଁକୁ ଲିଭାଉଥିବା ବନ ବିଭାଗ କହୁଥିବା ବେଳେ ଖୁବ ଶୀଘ୍ର ନିଆଁକୁ ଆୟତ୍ତ କରାଯିବ ବୋଲି ବନ ବିଭାଗ କହିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.