ETV Bharat / state

ଏମଭି 72 ମଣ୍ଡିରେ ଉତ୍ତେଜନା, ଲ୍ୟାମ୍ପସ କର୍ମଚାରୀଙ୍କୁ ଠେଲାପେଲା - mandi problem

ଦଲାଲ୍ ଓ ବେପାରୀଙ୍କ ହାତରେ ମଣ୍ଡିର ଧାନ ଉଠାର କାରବାର ହେଉଥିବା ଅଭିଯୋଗ ଆଣିଲେ ଚାଷୀ । ମାଲକାନଗିରି ଏମଭି-72 ମଣ୍ଡିରେ ଉତ୍ତେଜନା । ଅଧିକ ପଢନ୍ତୁ....

farmers oflady  for selling paddy in mandi  OF  MV 72 Malkangiri
ଏମଭି 72 ମଣ୍ଡିରେ ଉତ୍ତେଜନା, ଲ୍ୟାମ୍ପସ କର୍ମଚାରୀଙ୍କୁ ଠେଲାପେଲା
author img

By

Published : Dec 15, 2020, 1:53 PM IST

ମାଲକାନଗିରି: ଦଲାଲ୍ ଓ ବେପାରୀଙ୍କ ହାତରେ ମଣ୍ଡିର ଧାନ ଉଠାର କାରବାର ହେଉଥିବା ଅଭିଯୋଗ ଆଣିଲେ ଚାଷୀ। ଏନେଇ ମାଲକାନଗିରି ଏମଭି-72 ମଣ୍ଡିରେ ଶତାଧିକ ଚାଷୀ ଏକାଠି ହୋଇ ଧାନ ଉଠେଇବାକୁ ବିରୋଧ କରିଥିଲେ । ଯାହାକୁ ନେଇ ଉତ୍ତେଜନା ମଧ୍ୟ ସୃଷ୍ଟି ହୋଇଥିଲା। । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତକୁ ଆଣିଥିଲା ।

ଏମଭି 72 ମଣ୍ଡିରେ ଉତ୍ତେଜନା, ଲ୍ୟାମ୍ପସ କର୍ମଚାରୀଙ୍କୁ ଠେଲାପେଲା

ସୂଚନାଯୋଗ୍ୟ ଯେ, ମଣ୍ଡିରେ ଦଲାଲ ମାନଙ୍କର କାରବାର ଚାଲିଥିବାର ଅଭିଯୋଗ ଆଣି ଚାଷୀ ଏକାଠି ହୋଇଥିଲେ। 4ଟି ପାଳିରେ ମଣ୍ଡିରେ ଧାନ ଉଠିଥିବା ବେଳେ ସେଠି ମଧ୍ୟରୁ କୌଣସି ଥିରେ ମଧ୍ୟ ଚାଷୀଙ୍କର ଧାନ ଯାଇନଥିବା ଅଭିଯୋଗ ହୋଇଛି । ମଣ୍ତିରେ ଦଲାଲ ରାଜ ଚାଲିଥିବାର ଅଭିଯୋଗ କରୁଥିବା ଚାଷୀ ଜିଲ୍ଲାପ୍ରଶାସନକୁ ଏହାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ମଣ୍ଡିକୁ ବନ୍ଦ କରି ଦିଆଯିବ ବୋଲି ଚାଷୀ କହିଛନ୍ତି। ମଣ୍ଡିରେ ଜିଲ୍ଲାପରିଷଦ ଉତ୍ତମ ରାୟ ଓ ଏମଭି 79 ପୁଲିସ ପହଂଚି ବୁଝାସୁଝା କରୁଛନ୍ତି।

ମାଲକାନଗିରିରୁ ଦେବଦତ୍ତ ବେହେରା , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.