ETV Bharat / state

କୋରାପୁଟରେ ପହଞ୍ଚିଲା ବିଶାଖାପାଟଣା-କୋରାପୁଟ ଭିଷ୍ଟାଡୋମ କୋଚ ଯୁକ୍ତ ଟ୍ରେନ

author img

By

Published : May 9, 2022, 9:58 PM IST

ଓଡିଶାର ପ୍ରଥମ ଭିଷ୍ଟାଡୋମ କୋଚ(Vistadome coach) ସହ ବିଶାଖାପାଟଣା - କୋରାପୁଟ ରେଳଗାଡି କୋରାପୁଟରେ ପହଞ୍ଚିବା ପରେ କୋରାପୁଟବାସୀଙ୍କ ତରଫରୁ ଏହି ରେଳଗାଡିକୁ ଜୋରଦାର ସ୍ବାଗତ କରାଯାଇଛି । ଅଧିକ ପଢନ୍ତୁ

ଭିଷ୍ଟାଡୋମ କୋଚ ଯୁକ୍ତ ଟ୍ରେନ
ଭିଷ୍ଟାଡୋମ କୋଚ ଯୁକ୍ତ ଟ୍ରେନ

କୋରାପୁଟ: ଓଡିଶାର ପ୍ରଥମ ଭିଷ୍ଟାଡୋମ କୋଚ(Vistadome coach) ସହ ବିଶାଖାପାଟଣା-କୋରାପୁଟ ରେଳଗାଡି କୋରାପୁଟରେ ପହଞ୍ଚିବା ପରେ କୋରାପୁଟବାସୀଙ୍କ ତରଫରୁ ଏହି ରେଳଗାଡିକୁ ଜୋରଦାର ସ୍ବାଗତ କରାଯାଇଛି ।

କୋରାପୁଟରେ ପହଞ୍ଚିଲା ବିଶାଖାପାଟ୍ଟଣମ-କୋରାପୁଟ ଭିଷ୍ଟାଡୋମ କୋଚ ଯୁକ୍ତ ଟ୍ରେନ

ଆଜି ସକାଳ 7 ଟାବେଳେ ବିଶାଖାପାଟଣାରୁ ବାହାରିଥିବା ଏହି ରେଳଗାଡି ରାୟଗଡା ଦେଇ ଅପରାହ୍ନ 4ଟା ବେଳେ ପହଞ୍ଚିଥିଲା । ଏହି ରେଳଗାଡି ସବୁଦିନ କୋରାପୁଟ ଓ ବିଶାଖାପାଟଣା ମଧ୍ୟରେ ଚାଲିଥିବା ବେଳେ ସପ୍ତାହରେ ତିନିଦିନ ଏହି ସ୍ବତନ୍ତ୍ର କୋଚରେ ପର୍ଯ୍ୟଟକ ରାୟଗଡା ଓ କୋରାପୁଟ ମଧ୍ୟରେ ଥିବା ରେଳ ଟନେଲ ତଥା ପାର୍ଶ୍ଵବର୍ତ୍ତୀ ପ୍ରାକୃତିକ ସୌନ୍ଦର୍ଯ୍ୟର ଆନନ୍ଦ ନେବାର ସୁଯୋଗ ପାଇପାରିବେ ବୋଲି କୋରାପୁଟ ରେଳଷ୍ଟେସନର ପରିଚାଳକ ନରେନ୍ଦ୍ର ଭତରିଆ ସୂଚନା ଦେଇଛନ୍ତି ।

ଆଜି ସକାଳ 7 ଟା ବେଳେ ବିଶାଖାପାଟଣାରୁ ବାହାରିଥିବା ଏହି ରେଳଗାଡି ରାୟଗଡା ଦେଇ ଅପରାହ୍ନ 4ଟା ବେଳେ ପହଞ୍ଚିଥିଲା । ଏହି ରେଳଗାଡି ସବୁଦିନ କୋରାପୁଟ ଓ ବିଶାଖାପାଟଣା ମଧ୍ୟରେ ଚାଲିଥିବା ବେଳେ ସପ୍ତାହରେ ତିନିଦିନ ଏହି ସ୍ବତନ୍ତ୍ର କୋଚରେ ପର୍ଯ୍ୟଟକ ରାୟଗଡା ଓ କୋରାପୁଟ ମଧ୍ୟରେ ଥିବା ରେଳ ଟନେଲ ତଥା ପାର୍ଶ୍ଵବର୍ତ୍ତୀ ପ୍ରାକୃତିକ ସୌନ୍ଦର୍ଯ୍ୟର ଆନନ୍ଦ ନେବାର ସୁଯୋଗ ପାଇପାରିବେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.