ETV Bharat / state

ଶ୍ରୀଲଙ୍କା ମୃତକଙ୍କ ପାଇଁ କୋରାପୁଟରେ କ୍ୟାଣ୍ଡେଲ ଶୋଭାଯାତ୍ରା - candle march

ଇଷ୍ଟର ରବିବାର ଶ୍ରୀଲଙ୍କାରେ ଘଟିଥିବା ନିରସଂହାରକୁ ବିରୋଧ କରିଛନ୍ତି କୋରାପୁଟ ସହରବାସୀ । ବିସ୍ଫୋରଣରେ ମୃତକଙ୍କ ପ୍ରତି ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Apr 28, 2019, 11:57 PM IST

କୋରାପୁଟ: ଇଷ୍ଟର ରବିବାର ଶ୍ରୀଲଙ୍କାରେ ଘଟିଥିବା ନରସଂହାରକୁ ବିରୋଧ କରିଛନ୍ତି କୋରାପୁଟ ସହରବାସୀ । ଶ୍ରୀଲଙ୍କାରେ ଗୀର୍ଜାକୁ ଟାର୍ଗେଟ କରି 8ଟି ସିରିଜ ବିସ୍ଫୋରଣ କରିଥିଲେ ଆତଙ୍କବାଦୀ । ଏହାକୁ ବିରୋଧ କରି ରବିବାର କୋରାପୁଟ ଜେଇଏଲ ଚର୍ଚ୍ଚ ଆନୁକୂଲ୍ୟରେ କୋରାପୁଟ ସହରରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହିରିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଇଷ୍ଟର ପାଳି ଚର୍ଚ୍ଚରୁ ବାହାରୁଥିବା ବ୍ୟକ୍ତିଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରି ଅମାନୁଷିକ ଭାବେ ହତ୍ୟା କରିଥିଲେ । ଯେଉଁଥିରେ ପ୍ରାୟ 300ରୁ ଊର୍ଦ୍ଧ୍ବ ବ୍ୟକ୍ତି ପ୍ରାଣ ହରାଇଥିଲେ । ସେମାନଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନାର ସହ ବସୁଧୈବ କୁଟୁମ୍ବକମର ବାର୍ତ୍ତା ବହନ କରି ଜେଇଏଲସିର ସଦସ୍ୟ ନଗର ମଧ୍ୟରେ ନିରବ ଶୋଭାଯାତ୍ରାରେ ବାହାରିଥିଲେ ।

ସୂଚନାଥାଉକି, ଏପ୍ରିଲ 21 ରବିବାର ଦିନ ଆତଙ୍କବାଦୀମାନେ ଶ୍ରୀଲଙ୍କାରେ ସିରିଜ ବିସ୍ଫୋରଣ କରିଥିଲେ । ପ୍ରଥମେ 3ଟି ଗୀର୍ଜାକୁ ଏକାଥରରେ ବ୍ଲାଷ୍ଟ କରିଥିଲେ । ପରେ ପରେ ଆଉ 3ଟି ପଞ୍ଚତାରକା ହୋଟେଲକୁ ବ୍ଲାଷ୍ଟ କରିଥିଲେ । ପରେ ଏକ ଉଦ୍ୟାନ ନିକଟରେ ବ୍ଲାଷ୍ଟ ହୋଇଥିଲା । ତା ପରଦିନ ଶ୍ରୀଲଙ୍କାର ରାଜଧାନୀ କଲୋମ୍ବରେ ଗୋଟିଏ ବମା ବିସ୍ଫରଣ କରିଥିଲେ । ଏଥିରେ 300ରୁ ଊର୍ଦ୍ଧ୍ବ ଲୋକେ ପ୍ରାଣ ହରାଇଛନ୍ତି ।

କୋରାପୁରଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ଇଷ୍ଟର ଦିନ ଶ୍ରୀଲଂକାରେ ଘଟିଥିବା ଗଣ ହତ୍ୟାକାଣ୍ଡ କୁ ବିରୋଧ କରି ଆଜି କୋରାପୁଟ ଜେଇଏଲ ଚର୍ଚ୍ଚ ଆନୁକୂଲ୍ୟରେ କୋରାପୁଟ  ସହରରେ ଏକ  ଶୋଭାଯାତ୍ରା ବାହାର କରାଯାଇଥିଲା ।ଇଷ୍ଟର ପାଳି ଚର୍ଚ୍ଚ ରୁ ବାହାରୁଥିବା ବ୍ୟକ୍ତିଙ୍କ ଉପରେ ଆତଙ୍କବାଦୀ ମାନେ ଆକ୍ରମଣ କରି ଅମାନୁଷିକ ଭାବେ ହତ୍ୟା କରିଥିଲେ ଯେଉଁଥିରେ ପ୍ରାୟ ତିନି ଶହ ବ୍ୟକ୍ତି ପ୍ରାଣ ହରାଇଥିଲେ । ସେମାନଙ୍କ ଆତ୍ମାର ସଦଗତି ପାଇଁ  ପ୍ରାର୍ଥନାର ସହ ବସୁଧୈବ କୁଟୁମ୍ବକମ ର ବାର୍ତା ବହନ କରି ଜେଇଏଲସି ର ସଦସ୍ୟ ନଗର ମଧ୍ୟରେ ନିରବ ଶୋଭାଯାତ୍ରାରେ ବାହାରିଥିଲେ ।
........
ଶାନ୍ତାକାର
କୋରାପୁଟ
..........

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.