ETV Bharat / state

ଛାଡ଼ପତ୍ର ପାଇ ସ୍ବାମୀର ଆତ୍ମହତ୍ୟା, ସୁଇସାଇଡ ନୋଟ ପଢି ଭାବବିହ୍ବଳ ପରିବେଶ - ଛାଡ଼ପତ୍ର ପାଇ ସ୍ବାମୀଙ୍କ ଆତ୍ମହତ୍ୟା

କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଠାରେ ଘଟିଛି ଅଭାବନୀୟ ଘଟଣା । ସ୍ତ୍ରୀଙ୍କ ଠୁ ଛାଡ଼ପତ୍ର ପାଇ ଆତ୍ମହତ୍ୟା କଲା ସ୍ବାମୀ । ଅଧିକ ପଢ଼ନ୍ତୁ...

man commits suicide, suicide after divorce notice, wife's divorce notice to husband, koraput's semiliguda, ସ୍ବାମୀଙ୍କ ଆତ୍ମହତ୍ୟା,  ଛାଡ଼ପତ୍ର ପାଇ ସ୍ବାମୀଙ୍କ ଆତ୍ମହତ୍ୟା, କୋରାପୁଟ ଜିଲ୍ଲା ସେମିଳିଗୁଡା
ସ୍ତ୍ରୀଙ୍କ ଛାଡ଼ପତ୍ର ପାଇ ସ୍ବାମୀଙ୍କ ଆତ୍ମହତ୍ୟା
author img

By

Published : Dec 9, 2019, 7:57 PM IST

କୋରାପୁଟ: ନିଜ ଧର୍ମପତ୍ନୀ ଛାଡପତ୍ର ଦେବା ଯୋଗୁଁ ଯୁବ ବୟସରେ ଆତ୍ମହତ୍ୟା କଲେ ପତି । କୋରାପୁଟ ଜିଲ୍ଲା ସେମିଳିଗୁଡାର ସରସ୍ବତୀ ନଗରରେ ରହୁଥିବା ବାଦଲ ବେହେରା ନାମକ ଜନୈକ ଯୁବକ ବର୍ଷକ ପୂର୍ବେ ସେହି ସହରର କୁକୁଡ଼ା ଫାର୍ମ ନିକଟ ଏକ ଝିଅକୁ ପ୍ରେମ ବିବାହ କରିଥିଲେ । କିନ୍ତୁ ବୈବାହିକ ଜୀବନ ଠିକ ରହୁନଥିବା ଯୋଗୁଁ ଅନ୍ତଃସତ୍ତ୍ବା ଥିବା ପତ୍ନୀ ପତିଙ୍କୁ ଛାଡି ନିଜ ବାପଘରକୁ ଚାଲିଯାଇଥିଲେ ।

ସ୍ତ୍ରୀଙ୍କ ଛାଡ଼ପତ୍ର ପାଇ ସ୍ବାମୀଙ୍କ ଆତ୍ମହତ୍ୟା

ସୋମବାର ପତ୍ନୀଙ୍କ ଠାରୁ ଛାଡପତ୍ର ପାଇବା ପରେ ହତୋତ୍ସାହିତ ହୋଇ ବାଦଲ ଆତ୍ମହତ୍ୟା କରିଥବା ଜଣାପଡିଛି । ନିଜ ସୁଇସାଇଡ଼ ନୋଟରେ ତାଙ୍କ ମୃତଦେହ ପାଖକୁ ପତ୍ନୀଙ୍କୁ ଆଣିବା ପାଇଁ ଅନୁରୋଧ କରିଥିବା ଯୋଗୁଁ ତାଙ୍କ ସାଙ୍ଗସାଥୀ ବାଦଲଙ୍କ ଶ୍ବଶୁର ଘର ସାମନାରେ ମୃତଦେହ ରଖି ତାଙ୍କ ଶେଷ ଇଚ୍ଛାପୂରଣ ପାଇଁ ଅଡି ବସିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରି ପରିସ୍ଥିତିକୁ ଆୟତ୍ତ କରିଥିବା ଜଣାପଡିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ନିଜ ଧର୍ମପତ୍ନୀ ଛାଡପତ୍ର ଦେବା ଯୋଗୁଁ ଯୁବ ବୟସର ସ୍ୱାମୀ ଙ୍କ ଆତ୍ମହତ୍ୟା । ଘଟଣା ଘଟିଛି କୋରାପୁଟ ଜିଲ୍ଲା ସେମିଳିଗୁଡା ଠାରେ ।Body:ସେମିଳିଗୁଡା ର ସରସ୍ୱତୀ ନଗରରେ ରହୁଥିବା ବାଦଲ ବେହେରା ନାମକ ଜନୈକ ଯୁବକ ବର୍ଷକ ପୂର୍ବେ ସେହି ସହରର କୁକୁଡ଼ା ଫାର୍ମ ନିକଟ ଏକ ଝିଅକୁ ପ୍ରେମ ବିବାହ କରିଥିଲେ । କିନ୍ତୁ ବିବାହ ସମ୍ପର୍କ ଠିକ ରହୁନଥିବା ଯୋଗୁଁ ଅନ୍ତଃସତ୍ଵା ଥିବା ପତ୍ନୀ ସ୍ୱାମୀଙ୍କୁ ଛାଡି ନିଜ ମା ଘରକୁ ଚାଲିଯାଇଥିଲେ । ଆଜି ପତ୍ନୀଙ୍କ ଠାରୁ ଛାଡପତ୍ର ପାଇବା ପରେ ହତୋତ୍ସାହିତ ହୋଇ ବାଦଲ ଆତ୍ମହତ୍ୟା କରିଥବା ଜଣା ପଡିଛି । ନିଜ ସୁଇସାଇଡ଼ ନୋଟ ରେ ତାଙ୍କ ମୃତଦେହ ପାଖକୁ ପତ୍ନୀଙ୍କୁ ଆଣିବା ପାଇଁ ଅନୁରୋଧ କରିଥିବା ଯୋଗୁଁ ତାଙ୍କ ସାଙ୍ଗସାଥି ବାଦଲଙ୍କ ଶ୍ୱଶୁର ଘର ସାମନାରେ ମୃତଦେହକୁ ରଖି ବାଦଲ ଙ୍କ ଶେଷ ଇଛା ପୁରଣ କରିବା ପାଇଁ ଅଡିବସି ଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ଉଭୟପକ୍ଷକୁ ବୁଝାସୁଝା କରିଛି । Conclusion:ଶାନ୍ତାକାର
କୋରାପୁଟ
........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.