ETV Bharat / state

ପିଏମ କିଷାନ ଯୋଜନାର ଲାଭ ପାଇବେ କୋରାପୁଟ ଚାଷୀ

author img

By

Published : Feb 11, 2020, 8:09 PM IST

Updated : Feb 11, 2020, 9:28 PM IST

ଚାଷୀଙ୍କ ସହାୟତା ପାଇଁ ଅଣ୍ଟା ଭିଡିଛି କୋରାପୁଟ ଜିଲ୍ଲା ପ୍ରଶାସନ ଓ ନାବାର୍ଡ । ପ୍ରଧାନମନ୍ତ୍ରୀ କିଷାନ କ୍ରେଡିଟ୍ କାର୍ଡ ଓ କେସିସି ଯୋଜନାରେ ଚାଷୀଙ୍କୁ ଲାଭ ପହଞ୍ଚାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

_framers get benefit from PM kishan card
ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ଚାଷୀଙ୍କ ସହାୟତା ପାଇଁ ଅଣ୍ଟା ଭିଡିଛି କୋରାପୁଟ ଜିଲ୍ଲା ପ୍ରଶାସନ ଓ ନାବାର୍ଡ । ପ୍ରଧାନମନ୍ତ୍ରୀ କିଷାନ କ୍ରେଡିଟ୍ କାର୍ଡ ଓ କେସିସି ଯୋଜନାରେ ଚାଷୀଙ୍କୁ ଲାଭ ପହଞ୍ଚାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ମାସ 8 ତାରିଖରୁ ଜିଲ୍ଲାର ସମସ୍ତ ବ୍ୟାଙ୍କର ମିଳିତ ସହଯୋଗରେ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଏହି ଯୋଜନାରେ ନାମମାତ୍ର ଚାଷୀଙ୍କ ଠାରୁ ଆରମ୍ଭ କରି ବଡ ଜମି ମାଲିକଙ୍କ ପର୍ଯ୍ୟନ୍ତ ସମସ୍ତ ଚାଷୀ ନିଜ ନାଁରେ ଥିବା ଜମିର ପରିମାଣ ଅନୁଯାୟୀ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ବନ୍ଧକରେ ଋଣ ପାଇପାରିବେ । ଏନେଇ ମଙ୍ଗଳବାର କୋରାପୁଟ ଜିଲ୍ଲାର ସମସ୍ତ ବ୍ୟାଙ୍କ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିବା ଜିଲ୍ଲାପାଳ ଜଣାଇଛନ୍ତି।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ସମସ୍ତ ଚାଷୀ ପ୍ରଧାନ ମନ୍ତ୍ରୀ କିଷାନ କ୍ରେଡିଟ କାର୍ଡ , କେସିସି ଯୋଜନାର ଲାଭ ପହୁଞ୍ଚାଇବା ପାଈଁ କୋରାପୁଟ ଜିଲ୍ଲା ପ୍ରଶାସନ ଓ ନାବାର୍ଡ ଅଣ୍ଟା ଭିଡିଛନ୍ତି ।Body:ଚଳିତ ମାସ ଆଠ ତାରିଖରୁ ଜିଲ୍ଲାର ସମସ୍ତ ବ୍ୟାଙ୍କ ର ମିଳିତ ସହଯୋଗରେ ଏହି ଲକ୍ଷ୍ୟ ହାସଲ କରିବା ପାଈଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି । ଏହି ଯୋଜନାରେ ନାମମାତ୍ର ଚାଷୀ ଙ୍କ ଠାରୁ ଆରମ୍ଭ କରି ବଡ ଜମି ମାଲିକଙ୍କ ପର୍ଯ୍ୟନ୍ତ ସମସ୍ତ ଚାଷୀ ନିଜ ନାଁ ରେ ଥିବା ଜମି ର ପରିମାଣ ଅନୁଯାୟୀ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ବନ୍ଧକରେ ଋଣ ପାଇପାରିବେ । ଏ ସଂକ୍ରାନ୍ତରେ ଆଜି କୋରାପୁଟ ଜିଲ୍ଲାର ସମସ୍ତ ବ୍ୟାଙ୍କ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିବା ଶ୍ରୀ ମିଶ୍ର ସୂଚନା ପ୍ରଦାନ କରିଛନ୍ତି । Conclusion:.......
ବାଇଟ : ମଧୁସୂଦନ ମିଶ୍ର , ଜିଲ୍ଲାପାଳ
............
ଶାନ୍ତାକାର
କୋରାପୁଟ
.........
Last Updated : Feb 11, 2020, 9:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.