ETV Bharat / state

ବେଆଇନ ଖଣି ଖନନକୁ ଗ୍ରାମବାସୀଙ୍କ ବିରୋଧ

author img

By

Published : Sep 11, 2020, 1:54 PM IST

ଖୋର୍ଦ୍ଧା ଜଟଣୀ ତହସିଲ ଅନ୍ତର୍ଗତ ଅଙ୍ଗାରପଡା ଗ୍ରାମ ପଞ୍ଚାୟତର ମହୁଲ ଗ୍ରାମରେ ବେଆଇନ ଖଣି ଖନନକୁ ଗ୍ରାମବାସୀଙ୍କ ବିରୋଧ । ଖଣି ଖନନରେ ବ୍ୟବହୃତ ସାମଗ୍ରୀରେ ନିଆଁ ଲଗାଇଲେ ଗ୍ରାମବାସୀ ।

ବେଆଇନ ଖଣି ଖନନକୁ ଗ୍ରାମବାସୀଙ୍କ ବିରୋଧ
ବେଆଇନ ଖଣି ଖନନକୁ ଗ୍ରାମବାସୀଙ୍କ ବିରୋଧ

ଖୋର୍ଦ୍ଧା: ଜଟଣୀ ତହସିଲ ଅନ୍ତର୍ଗତ ଅଙ୍ଗାରପଡା ଗ୍ରାମ ପଞ୍ଚାୟତର ମହୁଲ ଗ୍ରାମରେ ବେଆଇନ ଖଣି ଖନନକୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିଛନ୍ତି । ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଖଣିରେ ପଶି ଖଣି ଖନନରେ ବ୍ୟବହୃତ ସାମଗ୍ରୀରେ ନିଆଁ ଲଗେଇ ଦେବା ସହ ସ୍ଥାନୀୟ ତହସିଲଦାରଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ତହସିଲଦାର ପହଞ୍ଚ ଦୁଇଟି ପାୱାରଟିଲର ଏବଂ ଗୋଟିଏ ମଟର ସାଇକେଲକୁ ଜବତ କରିଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.