ETV Bharat / state

ମହିଳା ସଂଗଠନକୁ ମଜଭୁତ କରିବାକୁ ଅଣ୍ଟା ଭିଡିଲା କଂଗ୍ରେସ, ବିଭିନ୍ନ ବିଭାଗରେ ଦାୟିତ୍ବ ବଣ୍ଟନ - ମହିଳା କଂଗ୍ରେସର ସଂଗଠନ

ସାଧାରଣ ନିର୍ବାଚନ ପୂର୍ବରୁ ମହିଳା ଭୋଟ ବ୍ୟାଙ୍କ ଉପରେ କଂଗ୍ରେସର ନଜର । ମହିଳା କଂଗ୍ରେସର ସଂଗଠନ ଉପରେ ଗୁରୁତ୍ୱ । ଅଧିକ ପଢ଼ନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Oct 19, 2023, 12:10 PM IST

ଭୁବନେଶ୍ବର: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଏହା ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି କଂଗ୍ରେସ । ସାଧାରଣ ନିର୍ବାଚନ ପୂର୍ବରୁ ମହିଳା ଭୋଟ ବ୍ୟାଙ୍କ ଉପରେ କଂଗ୍ରେସର ନଜର । ଏହାକୁ ଦୃଷ୍ଟିରେ ରଖି ମହିଳା କଂଗ୍ରେସର ସଂଗଠନ ଉପରେ ଗୁରୁତ୍ୱ ଦିଆଯାଇଛି । ସଂଗଠନକୁ ଅଧିକ କ୍ରିୟାଶୀଳ କରିବାକୁ ମହିଳା କଂଗ୍ରେସର ଦାୟିତ୍ୱ ବଣ୍ଟନ ହୋଇଛି । ଅଖିଳ ଭାରତୀୟ ମହିଳା କଂଗ୍ରେସ କମିଟିର ସଭାପତି ନିତା ଡି ସୌଜା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର କର୍ମକର୍ତ୍ତା, କାର୍ଯ୍ୟକାରୀ କମିଟି ସଭ୍ୟା, ସ୍ଵତନ୍ତ୍ର ନିମନ୍ତ୍ରିତ ସଭ୍ୟା, ଜିଲ୍ଲା ମହିଳା କଂଗ୍ରେସ କମିଟି ସଭାନେତ୍ରୀ ଏବଂ ବିଭିନ୍ନ ବିଭାଗର ସଂଯୋଜିକାମାନଙ୍କର ନାମ ଘୋଷଣା କରାଯାଇଥିବା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

ଏହି କମିଟିରେ ପ୍ରଦେଶ ମହିଳା କଂଗ୍ରେସ କମିଟିର ଉପସଭାନେତ୍ରୀ ଭାବରେ ଏଲ ମାଣିକ ପ୍ରଭା, ଜ୍ୟୋର୍ତିମୟୀ ବାଗ, ରଶ୍ମି ମହାପାତ୍ର ଓ ସଂଗୀତ ସିଂ ପ୍ରମୁଖ ରହିଥିବା ବେଳେ ସାଧାରଣ ସଂପାଦିକା ଭାବରେ ରିତାଶ୍ରୀ ମହାନ୍ତି, ସିଲି ସେଠୀ, ଶୁଭଦ୍ରା ମିଶ୍ର, ଅମିତବାଳା ଆଚାର୍ଯ୍ୟ, ଲକ୍ଷ୍ମୀପ୍ରିୟା ସାମନ୍ତରାୟ, ଶ୍ରୀୟାସ୍ମିତା ପଣ୍ଡା, ସୁପ୍ରଭା ବରାଇ, ବିଜୟଲକ୍ଷ୍ମୀ ପ୍ରିୟଦର୍ଶିନୀ, ସୁକାନ୍ତି ସରାଫ, ମହେନ୍ଦ୍ରି ସାହୁ ଓ ନମିତା ମାଝିଙ୍କୁ ନିଯୁକ୍ତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- Congress Show of Strength: ‘2024ରେ ଧର୍ମ ଅଧର୍ମର ଲଢେଇ ହେବ’

ସେହିପରି ସଂପାଦିକା ଭାବରେ କଲ୍ୟାଣି ପୂର୍ତ୍ତି, ଲିପ୍‌ସା ଚଣ୍ଟପାଲି, ସ୍ଵର୍ଣ୍ଣଲତା ବାନରା, ଗୋରେଟି ସେସ୍, ଧନମଣି ପାତ୍ର, ସୁଦିପ୍ତା ଦାଶ, ସିପ୍ରା ସେନାପତି ପ୍ରମୁଖ ରହିଛନ୍ତି । ଚୈତାଳି ପଟ୍ଟନାୟକ କୋଷାଧ୍ୟକ୍ଷ ଭାବରେ ନିଯୁକ୍ତି ପାଇଛନ୍ତି। କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଆରତୀ ସ୍ୱାଇଁ, ପ୍ରତିମା କର, ରଞ୍ଜିତା ରାଉତ, ଚୌଧୁରୀ ସ୍ନେହଲତା ରାୟ, ମଧୁସ୍ମିତା ସେଠୀ, ଶୁଭଶ୍ରୀ ପଣ୍ଡା ଓ ନିର୍ମଳା ମଲ୍ଲିକ ପ୍ରମୁଖ ରହିଛନ୍ତି। ସ୍ଵତନ୍ତ୍ର ନିମନ୍ତ୍ରିତ ସଭ୍ୟ ଭାବରେ ସୁଶିଳା ତିରିଆ,ସରସ୍ଵତୀ ହେମ୍ବ୍ରମ, ବିଜୟଲକ୍ଷ୍ମୀ ସାହୁ ରହିଛନ୍ତି । ସାମାଜିକ ଗଣମାଧ୍ୟମ ସଂଯୋଜିକା ଭାବରେ ଶିବାନୀ ରାଉତରାୟ, ନ୍ୟାୟବାହିନୀ ସଂଯୋଜିକା ଭାବରେ ଦିପ୍ତିରାଣୀ ପ୍ରଧାନ, ମହିଳା ହେଲପ ଲାଇନ ସଂଯୋଜକ ଭାବରେ ସବିତା ଧୂର ଓ ଡାକ୍ତର ହେଲପ ଲାଇନ ସଂଯୋଜିକା ଭାବରେ ପ୍ରଜ୍ଞାପରିମିତା ମହାନ୍ତି ନିଯୁକ୍ତି ପାଇଛନ୍ତି ।

ଜିଲ୍ଲା ମହିଳା କଂଗ୍ରେସ ସଭାପତି ମଧ୍ୟ ନିଯୁକ୍ତ କରାଯାଇଛି । ବଲାଙ୍ଗୀର ମିଲାନି ସାହୁ, ବାଲେଶ୍ଵରର ପ୍ରଜ୍ଞାପରମିତା ମହାନ୍ତି, ବରଗଡ଼ର ମୌସୁମୀ ସାହୁ, ଭଦ୍ରକର ସବିତା ଚାନ୍ଦ, ଭୁବନେଶ୍ଵରର ଗିତାଞ୍ଜଳି ମହାନ୍ତି, ବୌଦ୍ଧର କବିତା ମହାକୁଡ଼, କଟକର ଶୋଭମୟୀ ସିଂ, କଟକନଗରର କଳ୍ପନା ସେନ, ଦେବଗଡ଼ର ଲିତା ଆଚାର୍ଯ୍ୟ, ଢ଼େଙ୍କାନାଳର ସ୍ମିତାରାଣି ସାମଲଙ୍କୁ ଜିଲ୍ଲା ମହିଳା କଂଗ୍ରେସ ସଭାପତି ଦାୟିତ୍ବ ଦିଆଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.