ETV Bharat / state

ରେଳ ବିଭାଗ ଖୋଲିଲା କାଉଣ୍ଟର, ଟିକେଟ ପାଇଁ ସାମାଜିକ ଦୁରତାକୁ ପ୍ରାଧାନ୍ୟ

ଖୋର୍ଦ୍ଧା ରେଳ ଷ୍ଟେସନରେ ରେଳ ବିଭାଗ ଖୋଲିଲା ଟିକେଟ କାଉଣ୍ଟର । ଟିକେଟ ପାଇଁ ସାମାଜିକ ଦୁରତାକୁ ପ୍ରାଧାନ୍ୟ ।

author img

By

Published : May 22, 2020, 8:00 PM IST

ଖୋର୍ଦ୍ଧା ନ୍ୟୁଜ୍ ଅପଡେଟ
khurdha railway station opened ticet counter

ଖୋର୍ଦ୍ଧା: ରେଳ ବିଭାଗ ଖୋଲିଲା ଟିକଟ କାଉଣ୍ଟର । ଟିକେଟ ପାଇଁ ସାମାଜିକ ଦୁରତାକୁ ପ୍ରାଧାନ୍ୟ । କରୋନା ମହାମାରୀ ପାଇଁ ହୋଇଥିଲା ଲକଡାଉନ । ସେଥିପାଇଁ ରାସ୍ତାଘାଟ ଷ୍ଟେସନ ବଜାର ସବୁ ପାଲଟିଥିଲା ଖାଁ ଖାଁ । ଆଉ ଏବେ ଲକଡାଉନରେ ସରକାର ରେଳ ଯାତ୍ରା ପାଇଁ କରିଛନ୍ତି କିଛିଟା କୋହଳ । ଆଜିଠାରୁ ସମସ୍ତ ରେଳ ଷ୍ଟେସନରେ ଥିବା ଟିକେଟ ବୁକିଙ୍ଗ କାଉଣ୍ଟର ସରକାରଙ୍କ ନୀତି ନିୟମ ଅନୁଯାୟୀ ଚାଲୁ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେଥିପାଇଁ ଏକ ପ୍ରକାର ଚଳଚଞ୍ଚଳ ହୋଇଉଠିଛି ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନର ବୁକିଙ୍ଗ କାଉଣ୍ଟର ।

ରେଳ ବିଭାଗର ନିଷ୍ପତି କ୍ରମେ ଆଜି ଠାରୁ ଆରମ୍ଭ ହେଲା ଟିକେଟ ବୁକିଙ୍ଗ । ଜଟଣୀ ଖୋର୍ଦ୍ଧା ରୋଡ ଷ୍ଟେସନରେ ଲୋକମାନେ ପହଞ୍ଚି ନିଜ ନିଜର ଟିକେଟ କାଟିବାକୁ ଭିଡ଼ ଲଗାଇଥିବା ବେଳେ ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ରେଳ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଷ୍ଟେସନରେ ଆରପିଏଫ ମୁତୟନ ରହି ଲୋକ ମାନଙ୍କୁ ସାମାଜିକ ଦୂରତା ରଖି ଟିକେଟ କରିବାକୁ ସଚେତନ କରାଉଥିବା ଦେଖାଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.