ETV Bharat / state

ଅଯୋଗ୍ୟଙ୍କୁ ଘର, ଯୋଗ୍ୟଙ୍କୁ ବାଦ - ବେଗୁନିଆ ବ୍ଲକ ଯୋଗ୍ୟ ହିତାଧିକାରୀ ବାଦ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବହୁ ଯୋଗ୍ୟ ହିତାଧିକାରୀ ବାଦ ପଡିବା ନେଇ ଆସିଛି ଅଭିଯୋଗ ।

PMGY benificiary deprived Deuli grampanchayat
ବାଦ ପଡିଲେ ଯୋଗ୍ୟ ହିତାଧିକାରୀ
author img

By

Published : Feb 18, 2020, 1:43 PM IST

ଖୋର୍ଦ୍ଧା: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବହୁ ଯୋଗ୍ୟ ହିତାଧିକାରୀ ବାଦ ପଡିଥିବା ଅଭିଯୋଗ ହୋଇଛି । ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଦେଉଳି ଗ୍ରାମ ପଂଚାୟତରୁ ଆସିଛି ଅଭିଯୋଗ । ସରକାରଙ୍କ ନିୟମ ଅନୁଯାୟୀ ଯୋଗ୍ୟତା ଥାଇ ସୁଦ୍ଧା ସେମାନଙ୍କୁ ତାଙ୍କ ହକ୍ । ଯୋଜନାର ଲାଭ ପାଇଁ ବାରମ୍ବାର ପଂଚାୟତ ଅଫିସ ବ୍ଲକ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନିରାଶ ହେଲେଣି ବହୁ ଯୋଗ୍ୟ ହିତାଧିକାରୀ । ହେଲେ ମିଳୁନି ସରକାରୀ ଯୋଜନାର ଲାଭ ।

ଅଯୋଗ୍ୟ ପାଇଲେ ଘର ଯୋଗ୍ୟଙ୍କୁ ବାଦ

ତେଣୁ ସରକାର ବର୍ତ୍ତମାନ ଘୋଷଣା କରିଥିବା ଯୋଗ୍ୟ ହିତାଧିକରୀ ନାମକୁ ପୁନଃ ତଦନ୍ତ କରିବାକୁ ଦାବି ହୋଇଛି । ଅନ୍ୟପଟେ ହିତାଧିକାରୀଙ୍କ ଯୋଗ୍ୟତା ମୁତାବିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ନିଶ୍ଚୟ ମିଳିବ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.