ETV Bharat / state

ଭଡା ଘରେ ଚାଲିଛି ପଞ୍ଚାୟତ କାର୍ଯ୍ୟାଳୟ - panchayat home problem in khurda mangalajodi village

ପ୍ରାୟ ଆଠ ହଜାରରୁ ଊର୍ଦ୍ଧ୍ବ ଜନସଂଖ୍ୟା ଥିବା ଗ୍ରାମ ପଞ୍ଚାୟତର ନିଜସ୍ବ ଗୃହ ନଥିବା କାରଣରୁ ଭଡା ଘରେ କାର୍ଯ୍ୟାଳୟ ଚାଲୁଥିବା ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ମଙ୍ଗଳାଯୋଡି ଗ୍ରାମ ପଞ୍ଚାୟତରେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Nov 15, 2019, 10:15 PM IST

ଖୋର୍ଦ୍ଧା : ରାଜ୍ୟ ଏବଂ କେନ୍ଦ୍ର ସରକାର ଶାସନ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ତୃଣମୂଳ ସ୍ତରରୁ ପ୍ରଚେଷ୍ଟା କରୁଥିବା ନେଇ ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା । ପ୍ରାୟ ଆଠ ହଜାରରୁ ଊର୍ଦ୍ଧ୍ବ ଜନସଂଖ୍ୟା ଥିବା ଗ୍ରାମ ପଞ୍ଚାୟତର ନିଜସ୍ବ ଗୃହ ନଥିବା କାରଣରୁ ଭଡା ଘରେ କାର୍ଯ୍ୟାଳୟ ଚାଲୁଥିବା ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ମଙ୍ଗଳାଯୋଡି ଗ୍ରାମ ପଞ୍ଚାୟତରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ମଙ୍ଗଳାଯୋଡି ଗ୍ରାମ ପଞ୍ଚାୟତର ନିଜସ୍ବ ଗୃହ ନଥିବା କାରଣରୁ ଭତ୍ତା ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଦୂରରୁ ଆସୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଘଟଣାରେ ଖୋଦ ପଞ୍ଚାୟତ ନିର୍ବାହି ଅଧିକାରୀ ମଧ୍ୟ ନିଜସ୍ବ ଗୃହ ନଥିବା କାରଣରୁ ବହୁ ସମସ୍ୟା ସାଧାରଣ ଲୋକ ଭୋଗୁଥିବା ସ୍ବିକାର କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଭଡା ଘରେ ଚାଲିଛି ପଂଚାୟତ କାର୍ଯ୍ୟାଳୟ

Body:ଖୋର୍ଦ୍ଧା : ରାଜ୍ୟ ଏବଂ କେନ୍ଦ୍ର ସରକାର ଶାସନ ବ୍ୟବସ୍ଥାକୁ ସୁଦୃଢ କରିବାପାଇଁ ତୃଣମୂଳ ସ୍ତରରୁ ପ୍ରଚେଷ୍ଟା କରୁଥିବା ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା । ପ୍ରାୟ ଆଠ ହଜାର ରୁ ଉର୍ଦ୍ଧ୍ବ ଜନସଂଖ୍ୟା ଥିବା ଗ୍ରାମ ପଂଚାୟତର ନିଜସ୍ୱ ଗୃହ ନଥିବା କାରଣରୁ ଭଡା ଘରେ କାର୍ଯ୍ୟାଳୟ ଚାଲୁଥିବା ଦେଖିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ମଙ୍ଗଳାଯୋଡି ଗ୍ରାମ ପଂଚାୟତର ନିଜସ୍ୱ ଗୃହ ନଥିବା କାରଣରୁ ଭତା ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଦୂରରୁ ଆସୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଘଟଣାରେ ଖୋଦ ପଂଚାୟତ ନିର୍ବାହି ଅଧିକାରୀ ମଧ୍ୟ ନିଜସ୍ୱ ଗୃହ ନଥିବା କାରଣରୁ ବହୁ ସମସ୍ୟା ସାଧାରଣ ଲୋକ ଭୋଗୁଥିବା ସ୍ୱୀକାର କରିଛନ୍ତି ।

Conclusion:ବାଇଟ - ରତନି ବେହେରା ,ପଂଚାୟତ ନିର୍ବାହୀ ଅଧିକାରୀ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.