ETV Bharat / state

କୋତଳାଙ୍ଗରେ କାଉ ମଡକ, ବାର୍ଡ ଫ୍ଲୁ ଆଶଙ୍କା

author img

By

Published : Nov 9, 2021, 1:41 PM IST

ଖୋର୍ଦ୍ଧା କୋତଳାଙ୍ଗ ଅଞ୍ଚଳରେ ଦେଖିବାକୁ ମିଳିଛି କାଉ ମଡ଼କ । ବାର୍ଡ ଫ୍ଲୁ ଆଶଙ୍କା । ଅଧିକ ପଢନ୍ତୁ...

କୋତଳାଙ୍ଗରେ କାଉ ମଡକ, ବାର୍ଡ ଫ୍ଲୁ ଆଶଙ୍କା
କୋତଳାଙ୍ଗରେ କାଉ ମଡକ, ବାର୍ଡ ଫ୍ଲୁ ଆଶଙ୍କା

ଖୋର୍ଦ୍ଧା: ଜିଲ୍ଲାର ରାଉତପଡ଼ା ପଞ୍ଚାୟତର କୋତଳାଙ୍ଗ ଅଞ୍ଚଳରେ ଦେଖାଯାଇଛି କାଉ ମଡ଼କ । କାଉ ମଡକ ଦେଖି ବାର୍ଡ ଫ୍ଲୁ ଆଶଙ୍କାରେ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି । ଏହି ଅଞ୍ଚଳରେ ପ୍ରାୟ ୧୪ରୁ ଅଧିକ ମୃତ କାଉ ମରିପଡିଥିବା ଦେଖିବାକୁ ମିଳିଛି ।

କୋତଳାଙ୍ଗରେ କାଉ ମଡକ, ବାର୍ଡ ଫ୍ଲୁ ଆଶଙ୍କା

ଲୋକମାନେ କାଉ ମରୁଥିବା ଦେଖି ବାର୍ଡ ଫ୍ଲୁ ଆଶଙ୍କା କରି ଭୟଭୀତ ଅଛନ୍ତି । ଗତ ୨ ଦିନ ମଧ୍ୟରେ କୋତଳାଙ୍ଗରେ ୧୪ରୁ ଊର୍ଦ୍ଧ୍ବ ମୃତ କାଉ ମରି ପଡିଥିବା ଦେଖାଯାଉଛି । ଅନ୍ୟପଟେ କାଉ ମଡକ ଖବର ପାଇ ବେଗୁନିଆ ପ୍ରାଣୀ ଚିକିତ୍ସାଳୟର ଡାକ୍ତରୀ ଟିମ ମୃତ କାଉମାନଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିବା ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.