ETV Bharat / state

ଧାନ ବସ୍ତା ରଖି ରାଜରାସ୍ତା ଅବରୋଧ କଲେ ଚାଷୀ - ରାଜରାସ୍ତା ଅବରୋଧ କଲେ ଚାଷୀ

ଧାନ ବସ୍ତା ରଖି ରାଜରାସ୍ତା ଅବରୋଧ କଲେ ଚାଷୀ । ମଣ୍ଡିରୁ ଧାନ ନଉଠିବାରୁ ରାଜରାସ୍ତାରେ ଚାଷୀ । ଅଧିକ ପଢନ୍ତୁ...

mandi problem in khordha
ଧାନ ବସ୍ତା ରଖି ରାଜରାସ୍ତା ଅବରୋଧ କଲେ ଚାଷୀ
author img

By

Published : Feb 9, 2021, 5:32 PM IST

ଖୋର୍ଦ୍ଧା : ମଣ୍ଡିରୁ ଧାନ ନଉଠିବାରୁ ରାଜରାସ୍ତାରେ ଚାଷୀ। ଧାନ ବସ୍ତା ରଖି ରାସ୍ତା ଅବରୋଧ କଲେ ଚାଷୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧାର ଶ୍ରୀଚନ୍ଦନପୁର ସେବାସମବାୟ ସମିତିରେ । ମଣ୍ଡିରେ ଗଦା ହୋଇ ରହିଛି ଶହ ଶହ କୁଇଣ୍ଟାଲ ଧାନବସ୍ତା । ସରକାର ଧାନ ନେବା ପାଇଁ ମଣ୍ଡିର ବ୍ୟବସ୍ଥା ସହ ଟୋକେନ୍ ବ୍ୟବସ୍ଥା କରିଛନ୍ତି । ମାତ୍ର ଟୋକେନ ଧରି ବସିଛି ଚାଷୀ । ତାରିଖ ପରେ ତାରିଖ ଗାଡିଚାଲିଛି ହେଲେ ଧାନ ବିକ୍ରି କରିବା ପାଇଁ ପାଳିପଡୁନି।

ଧାନ ବସ୍ତା ରଖି ରାଜରାସ୍ତା ଅବରୋଧ କଲେ ଚାଷୀ

ସେପଟେ ଉତ୍ୟକ୍ତ ଚାଷୀ ଶ୍ରୀଚନ୍ଦନପୁର ପାଟଣା ସମିତିର ସମ୍ପାଦକଙ୍କୁ କାର୍ଯ୍ୟାଳୟ ମଧ୍ୟରେ ଚାବି ପକାଇରଖିଛନ୍ତି । ଶ୍ରୀଚନ୍ଦନପୁର ପାଟଣା ସେବା ସମିତିର ଚାଷୀଙ୍କ ଅଭିଯୋଗ ଅନୁଯାଇ 14000 କୁଇଣ୍ଟାଲ କାପାସିଟି କ୍ରୟ ପାଇଁ ଥିବା ରହିଛି । ସରକାରଙ୍କ ନିୟମ ସପ୍ତାହକୁ ଦୁଇଥର ମଣ୍ଡିରୁ ନେବାର ବ୍ୟବସ୍ଥା ରହିଛି । କିନ୍ତୁ ଗୋଟିଏଥର ମଣ୍ତିରୁ ଧାନ ଉଠୁଛି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେପଟେ ଜିଲ୍ଲାଯୋଗାଣ ଅଧିକାରୀଙ୍କୁ ଅଭିଯୋଗ କରି ନିରାଶ ହୋଇଛନ୍ତି ଚାଷୀ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.