ETV Bharat / state

କାଲି ଦାୟିତ୍ୱ ନେବେ ଖଡଗେ, ସୁର କହିଲେ କଂଗ୍ରେସ ଜନତାଙ୍କ ମନ କିଣିବ

24 ବର୍ଷ ପରେ ଅଣଗାନ୍ଧୀ ପରିବାର ହାତକୁ ଯାଇଛି ଅଖିଳ ଭାରତୀୟ କଂଗ୍ରେସ କମିଟି ମୁଖିଆ ସିଟ । ଗତ 19 ଅକ୍ଟୋବରରେ ଦଳୀୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ମଲ୍ଲିକାର୍ଜୁନ ଖଡଗେ (Mallikarjun Kharge) । ତେବେ ଆସନ୍ତାକାଲି ଦିନ 11 ଟାରେ ଅଖିଳ ଭାରତୀୟ କଂଗ୍ରେସ ମୁଖ୍ୟାଳୟରେ ଦାୟିତ୍ବ ନେବେ ଖଡଗେ । ଅଧିକ ପଢନ୍ତୁ

v
Aicc President: ଆସନ୍ତାକାଲି ଦାୟିତ୍ବ ନେବେ ଖଡଗେ
author img

By

Published : Oct 25, 2022, 10:28 PM IST

ଭୁବନେଶ୍ବର: 24 ବର୍ଷ ପରେ ଅଣଗାନ୍ଧୀ ପରିବାର ହାତକୁ ଯାଇଛି ଅଖିଳ ଭାରତୀୟ କଂଗ୍ରେସ କମିଟି ମୁଖିଆ ସିଟ । ଗତ 19 ଅକ୍ଟୋବରରେ ଦଳୀୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ମଲ୍ଲିକାର୍ଜୁନ ଖଡଗେ (Mallikarjun Kharge) । ତେବେ ଆସନ୍ତାକାଲି ଦିନ 11 ଟାରେ ଅଖିଳ ଭାରତୀୟ କଂଗ୍ରେସ ମୁଖ୍ୟାଳୟରେ ଦାୟିତ୍ବ ନେବେ ଖଡଗେ ।

Aicc President: ଆସନ୍ତାକାଲି ଦାୟିତ୍ବ ନେବେ ଖଡଗେ

ଦାୟିତ୍ବ ଗ୍ରହଣ କାର୍ଯ୍ୟକ୍ରମରେ ସମସ୍ତ ପିସିସି ସଭାପତି, ଦଳୀୟ ସାଂସଦ, ମୁଖ୍ୟମନ୍ତ୍ରୀ ବରିଷ୍ଠ ନେତା ମାନେ ଯୋଗ ଦେବେ । ଖଡଗେଙ୍କ ନେତୃତ୍ୱରେ କଂଗ୍ରେସ 2024 ନିର୍ବାଚନ ଲଢିବ । ଏହାକୁ ନେଇ ବରିଷ୍ଠ ବିଧାୟକ ସୁର ରାଉତରାୟ କହିଛନ୍ତି, "ଖଡଗେଙ୍କ ନେତୃତ୍ୱରେ କଂଗ୍ରେସ ଦେଶର ଜନତାଙ୍କ ବିଶ୍ୱାସଭାଜନ ହେବ । ଖଡଗେଙ୍କ ଦୀର୍ଘଦିନ ରାଜନୈତିକ ଅଭିଜ୍ଞତା ରହିଛି । 55 ବର୍ଷ ଧରି ସେ ରାଜନୀତିରେ ଅଛନ୍ତି । ଜଣେ ବ୍ଲକ ସଭାପତିରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରି ଆଜି ଦଳର ସର୍ବୋଚ୍ଚ ପଦବୀରେ ପହଞ୍ଚିଛନ୍ତି ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.