ETV Bharat / state

ଚାଷୀ ଅସନ୍ତୋଷ: ଧାନ ବୋଝେଇ ଟ୍ରକ ସାମନାରେ ଧାରଣା - mandi problem in khurda

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗେଡ଼ିଆପଲ୍ଲୀ ପଞ୍ଚାୟତର ସାଲତରା ସେବା ସମବାୟ ସମିତିରେ ଧାନ କିଣାବିକାକୁ ନେଇ ଚାଷୀ ଅସନ୍ତୋଷ ।

khurda farmer problem
ଖୋର୍ଦ୍ଧାରେ ଚାଷୀ ଅସନ୍ତୋଷ
author img

By

Published : Mar 2, 2020, 11:44 PM IST

ଖୋର୍ଦ୍ଧା: ଧାନ କିଣାବିକାକୁ ନେଇ ଚାଷୀ ଅସନ୍ତୋଷ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗେଡ଼ିଆପଲ୍ଲୀ ପଞ୍ଚାୟତର ସାଲତରା ସେବା ସମବାୟ ସମିତିରେ ଧାନ କିଣାବିକାକୁ ନେଇ ଚାଷୀ ଅସନ୍ତୋଷ ।

ଅଖା ଦିଅ ନଚେତ୍ ଅଖା ବାବଦ ଟଙ୍କା ତା ସହିତ ମଣ୍ଡିରେ ମିଲର ଦ୍ବାରା ହେଉଥିବା ଧାନର କଟନୀ ଛଟନୀ ପ୍ରତିବାଦରେ ମିଲର ଆଣିଥିବା ଧାନ ବୋଝେଇ ଟ୍ରକ ସମ୍ମୁଖରେ ବସି ପ୍ରତିବାଦ କରୁଛନ୍ତି ନବ ନିର୍ମାଣ କୃଷକ ସଙ୍ଗଠନର ବହୁ ଚାଷୀ । ତେବେ ସୋସାଇଟିର ସମ୍ପାଦକ ଓ ମିଲରଙ୍କ ମନମୁଖି କାର୍ଯ୍ୟ ପାଇଁ ନିରୀହ ଚାଷୀ ହୀନସ୍ତା ଭୋଗୁଥିବା ଜଣାପଡ଼ିଛି । ଯାହାକୁ ନେଇ ଚାଷୀ ଅସନ୍ତୋଷ ଦେଖାଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.