ETV Bharat / state

Panchayat Poll: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଶେଷ

author img

By

Published : Feb 14, 2022, 8:42 PM IST

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଶେଷ କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚୂଡାନ୍ତ ପର୍ଯ୍ୟାୟ ପ୍ରସ୍ତୁତି ଶେଷ କରିଛି। ଆସନ୍ତା 16 ତାରିଖରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ଓ ବୋଲଗଡ ବ୍ଲକରେ ଅନୁଷ୍ଠିତ ହେବ ନିର୍ବାଚନ । ଅଧିକ ପଢନ୍ତୁ

PanchayatPoll
PanchayatPoll

ଖୋର୍ଦ୍ଧା: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଶେଷ କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚୂଡାନ୍ତ ପର୍ଯ୍ୟାୟ ପ୍ରସ୍ତୁତି ଶେଷ କରିଛି। ଆସନ୍ତା 16 ତାରିଖରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ଓ ବୋଲଗଡ ବ୍ଲକରେ ଅନୁଷ୍ଠିତ ହେବ ନିର୍ବାଚନ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଶେଷ

ବୋଲଗଡରେ ମୋଟ 316 ବୁଥ ଭିତରୁ 15ଟି ବୁଥ ଅତି ସମ୍ବେଦନଶୀଳ ରହିଥିବା ବେଳେ ଟାଙ୍ଗି ବ୍ଲକର 345 ବୁଥ ମଧ୍ୟରୁ 58 ଟି ବୁଥ ଅତି ସମ୍ବେଦନଶୀଳ ଘୋଷଣା କରାଯାଇଛି । ନିର୍ବାଚନକୁ ଶାନ୍ତ, ସ୍ଵଛ ଓ ନିରପେକ୍ଷ କରିବାପାଇଁ ଉଭୟ ପୋଲିସ ଓ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉଭୟ ବ୍ଲକରେ ପୋଲିଂ ପାର୍ଟି ପହଞ୍ଚି ନିର୍ଦ୍ଧାରିତ ବୁଥକୁ ଯାଉଛନ୍ତି । ସେହିଭଳି ସମ୍ବେଦନଶୀଳ ବୁଥ ଗୁଡିକରେ ଜଣେ ଜଣେ ଏଏସଆଇ ନିୟୋଜିତ ରହିବେ ଏବଂ ପୋଲିସ ମୋବାଇଲ ଟିମ ଅଞ୍ଚଳରେ ନିୟୋଜିତ ରହିବେ ବୋଲି ଖୋର୍ଦ୍ଧା ଏସପି କହିଛନ୍ତି ।

ସେପଟେ ନିର୍ବାଚନକୁ ହିଂସା ମୁକ୍ତ କରିବା ପାଇଁ ମଦ ଦୋକାନ ଖୋଲିବା ଉପରେ କଟକଣା ଲଗାଯାଇଥିବା ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.