ETV Bharat / state

ଖୋର୍ଦ୍ଧାରେ ନାମାଙ୍କନ ଭରିଲେ କଂଗ୍ରେସ ପୌରାଧ୍ୟକ୍ଷ ପ୍ରାର୍ଥିନୀ - ଖୋର୍ଦ୍ଧା କଂଗ୍ରେସ ପୌରାଧ୍ୟକ୍ଷା ପାର୍ଥିନୀ ନୋମିନେସନ

କଂଗ୍ରେସର ପୌରାଧ୍ଯକ୍ଷ ପଦ ପାଇଁ ଦଳ ବିନୋଦିନୀ ମହାପାତ୍ରଙ୍କୁ ପ୍ରାର୍ଥୀ କରୁଥିବା ବେଳେ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡରୁ ଏକ ବିଶାଳ ଶୋଭାଯାତ୍ରାରେ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଆସି ପାର୍ଥିପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

ପାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପୌରାଧ୍ୟକ୍ଷା ପାର୍ଥିନୀ

author img

By

Published : Mar 6, 2022, 5:33 PM IST

ଖୋର୍ଦ୍ଧା: ପୌର ନିର୍ବାଚନ ପାଇଁ ଚଳଚଞ୍ଚଳ ହେଲାଣି ରାଜନୀତି । ଆସନ୍ତାକାଲି(ସୋମବାର) ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଆଜି(ରବିବାର) ଖୋର୍ଦ୍ଧା ପୌର କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇଥିଲା । କଂଗ୍ରେସର ପୌରାଧ୍ଯକ୍ଷ ପଦ ପାଇଁ ଦଳ ବିନୋଦିନୀ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି । ସେ ଆଜି ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତାଙ୍କ ସହ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ । ବିନୋଦିନୀ ନିର୍ବାଚିତ ହେଲେ ସହରରେ ଥିବା ସମସ୍ୟାକୁ ଦୂର କରିବା ସହ ଖୋର୍ଦ୍ଧାକୁ ନିଶାମୁକ୍ତ କରାଯିବ ବୋଲି କହିଛନ୍ତି ।

ପାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପୌରାଧ୍ୟକ୍ଷା ପାର୍ଥିନୀ
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.