ETV Bharat / state

ଫସଲ ଉଜାଡିଲା ହାତୀ, କୋକୁଆ ଭୟରେ ଗ୍ରାମବାସୀ

ଖୋର୍ଦ୍ଧା ପରିଛଳରେ ଗାଁରେ ମାତିଛନ୍ତି ଜଙ୍ଗଲୀ ହାତୀ । 10 ଏକର ଜମିର ପରିବା ଫସଲକୁ ନଷ୍ଟ କରିଦେଇଛନ୍ତି । ସେପଟେ ହାତୀ ଭୟରେ ଗ୍ରାମବାସୀ ।

author img

By

Published : Dec 28, 2019, 1:56 PM IST

jungle elephant
ଫସଲ ଉଜାଡିଲା ହାତୀ, କୋକୁଆ ଭୟରେ ଗ୍ରାମବାସୀ

ଖୋର୍ଦ୍ଧା: ଜିଲ୍ଲାରେ ହାତୀ ଉପଦ୍ରବ । ବ୍ୟାପକ ଫସଲ ନଷ୍ଟ କଲେ ଜଙ୍ଗଲୀ ହାତୀ । ଗତକାଲି 2ଟି ଜଙ୍ଗଲୀ ହାତୀ ଜିଲ୍ଲାର ପରିଛଳ ଗାଁରେ ପଶି ପ୍ରାୟ 10 ଏକର ଜମିର ପରିବା ଫସଲକୁ ନଷ୍ଟ କରିଦେଇଛନ୍ତି । ଏଥିସହ ଧାନ ଗଦାକୁ ମଧ୍ୟ ଦଳାଚକଟା କରିବା ସହ ଅମଳ ହୋଇ ଥୁଆ ହୋଇଥିବା ଧାନବସ୍ତାକୁ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଫସଲ ଉଜାଡିଲା ହାତୀ, କୋକୁଆ ଭୟରେ ଗ୍ରାମବାସୀ

ସେପଟେ, ହାତୀ ଘଉଡାଇବାକୁ ଗ୍ରାମବାସୀ ବନ ବିଭାଗକୁ ବାରମ୍ବାର କହିଥିଲେ ମଧ୍ୟ, ବନ ବିଭାଗ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ତେଣୁ ବନ ବିଭାଗ ତୁରନ୍ତ ହାତୀ ନ ଘଉଡାଇଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ହାତୀ ଭୟରେ ଗ୍ରାମବାସୀ ଘରୁ ବାହାରକୁ ବାହାରୁ ନାହାଁନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଫସଲ ଉଜାଡ଼ିଲେ ହାତି

Body:ଖୋର୍ଦ୍ଧା : ଜିଲ୍ଲାରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗୁଚି । କେଉଁଠି ହାତୀ ମଣିଷର ଲଢେଇ ହେଉଛି ତ ଆଉ କୋଉଠି ଚାଷୀଟିଏ ପରିଶ୍ରମ କରି କରିଥିବା ଫସଲକୁ ଦଳି ଚକଟି ନଷ୍ଟ କରୁଛି । ଗତକାଲି ରାତିରେ ଖୋର୍ଦ୍ଧା ଜିଲା ପରିଛଳ ଗ୍ରାମରେ ଦୁଇଟି ଜଙ୍ଗଲୀ ହାତୀ ପଶି ପ୍ରାୟ 10ଏକର ଜାଗାରେ ଲାଗିଥିବା ପରିବା ଫସଲକୁ ନଷ୍ଟ କରିଦେଇଛି । ସେହିଭଳି ଗ୍ରାମର ଅନେକ ଲୋକଙ୍କ ଧାନ ଗଦାକୁ ନଷ୍ଟ କରିବା ସହ ଅମଳ ହୋଇ ଥୁଆ ହୋଇଥିବା ଧାନବସ୍ତାକୁ ଜଙ୍ଗଲକୁ ନେଇ ନଷ୍ଟ କରିଥିବା ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ଗ୍ରାମବାସୀଙ୍କ ପକ୍ଷରୁ ହାତୀ ଘଉଡାଇବା ପାଇଁ ବନ ବିଭାଗକୁ ବାରମ୍ବାର କହିଥିଲେ ମଧ୍ୟ ବନବିଭାଗ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ବନବିଭାଗ ତୁରନ୍ତ ହାତୀ ନଘଉଡାଇଲେ ଗ୍ରାମବାସୀ ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି ।

Conclusion:ବାଇଟ1-ସୁକାନ୍ତ କୁମାର ପାତାଳସିଂ,ଚାଷୀ
2-ଶାନ୍ତି ଲତା ପ୍ରଧାନ,ଗ୍ରାମବାସୀ
3-ପ୍ରେମାକାନ୍ତ ପ୍ରଧାନ,ଗ୍ରାମବାସୀ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.