ETV Bharat / state

ଖୋର୍ଦ୍ଧାରେ ବନ୍ୟା ପରିସ୍ଥିତି ଜଟିଳ

ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ଆସିଛି ବନ୍ୟାଜଳ । ବନ୍ୟାଜଳ ଯୋଗୁଁ ଖୋର୍ଦ୍ଧା ବ୍ଲକର ଦୁଇଟି ଗ୍ରାମପଞ୍ଚାୟତର ଓରବରସିଂହ ଗ୍ରାମପଞ୍ଚାୟତର ଡିହଖଳା, ଓରବରସିଂହ, ଦୁର୍ଗାପୁର, ହିରିମୂଳ ଗ୍ରାମ ସଂପୂର୍ଣ୍ଣ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ଅଧିକ ପଢନ୍ତୁ...

ଖୋର୍ଦ୍ଧାରେ ବନ୍ୟା ପରିସ୍ଥିତି ଜଟିଳ
ଖୋର୍ଦ୍ଧାରେ ବନ୍ୟା ପରିସ୍ଥିତି ଜଟିଳ
author img

By

Published : Aug 29, 2020, 9:25 PM IST

ଖୋର୍ଦ୍ଧା: ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ଆସିଛି ବନ୍ୟାଜଳ । ଏହି ବନ୍ୟାଜଳ ଯୋଗୁଁ ଖୋର୍ଦ୍ଧା ବ୍ଲକର ଦୁଇଟି ଗ୍ରାମପଞ୍ଚାୟତର ଓରବରସିଂହ ଗ୍ରାମପଞ୍ଚାୟତର ଡିହଖଳା, ଓରବରସିଂହ, ଦୁର୍ଗାପୁର, ହିରିମୂଳ ଗ୍ରାମ ସଂପୂର୍ଣ୍ଣ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି ।

ଖୋର୍ଦ୍ଧାରେ ବନ୍ୟା ପରିସ୍ଥିତି ଜଟିଳ

ସେହିପରି ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି । ସେପଟେ ବନ୍ୟା ପାଇଁ ଫସି ରହିଥିବା ଲୋକଙ୍କୁ ସରକାରଙ୍କ ପକ୍ଷରୁ ରିଲିଫ ବଣ୍ଟନ କରାଯିବା ସହ ଯାତାୟାତ ପାଇଁ ଡଙ୍ଗାର ବ୍ୟବସ୍ଥା କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.