ETV Bharat / state

EXCLUSIVE: ବେଆଇନ ଖନନକୁ ବିରୋଧ, ଖଣିରେ ନାଲି ପତାକା ପୋତିଲେ ଗ୍ରାମବାସୀ - KHORDHA NEWS

ଚାଲିଛି ବେଆଇନ ବ୍ଲାଷ୍ଟିଂ, ରହି ହେଉନି ଘରେ । ଆଉ ଏ ସମ୍ପର୍କରେ ଅଭିଯୋଗ କଲେ ମିଳୁନି ସୁଫଳ । ତେଣୁ ବାଧ୍ୟ ହୋଇ ସୋମବାର ଖଣିରେ ଗ୍ରାମବାସୀ ପୋତିଲେ ନାଲି ପତକା । ଆଉ ଚେତାବନୀ ଦେଲେ ଖଣି ନଚଲେଇବା ପାଇଁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ ଅନ୍ତର୍ଗତ ଦେଉଳି ପଞ୍ଚାୟତରେ ଥିବା ଲିମ୍ବି ମୁଣ୍ଡିଆରେ ।

EXCLUSIVE: Villagers hoist red flags against mining in the village
EXCLUSIVE: ଗାଁରେ ଖଣି ଖନନକୁ ବିରୋଧ, ଖଣିରେ ନାଲି ପତକା ପୋତିଲେ ଗ୍ରାମବାସୀ
author img

By

Published : Jul 27, 2020, 7:20 PM IST

ଖୋର୍ଦ୍ଧା: ଚାଲିଛି ବେଆଇନ ବ୍ଲାଷ୍ଟିଂ, ରହି ହେଉନି ଘରେ । ଆଉ ଏ ସମ୍ପର୍କରେ ଅଭିଯୋଗ କଲେ ମିଳୁନି ସୁଫଳ । ତେଣୁ ବାଧ୍ୟ ହୋଇ ସୋମବାର ଖଣିରେ ଗ୍ରାମବାସୀ ପୋତିଲେ ନାଲି ପତକା । ଆଉ ଚେତାବନୀ ଦେଲେ ଖଣି ନଚଲେଇବା ପାଇଁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ ଅନ୍ତର୍ଗତ ଦେଉଳି ପଞ୍ଚାୟତରେ ଥିବା ଲିମ୍ବି ମୁଣ୍ଡିଆରେ ।

EXCLUSIVE: Villagers hoist red flags against mining in the village
EXCLUSIVE: ଗାଁରେ ଖଣି ଖନନକୁ ବିରୋଧ, ଖଣିରେ ନାଲି ପତକା ପୋତିଲେ ଗ୍ରାମବାସୀ

ମୁଣ୍ଡିଆକୁ ଲିଜ ନେଇଥିବା ସଂସ୍ଥା ସରକାରଙ୍କ ସବୁ ନିର୍ଦ୍ଦେଶକୁ ଫୁ କରି ବ୍ଲାଷ୍ଟିଂ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେହିପରି ଖଣି ନିଲାମ ନେଇଥିବା ଏଆଇପିଏଲ ସଂସ୍ଥା ବିରୋଧରେ ଅଭିଯୋଗ କଲେ ମିଳୁଛି ଜୀବନରୁ ମାରିଦେବାର ଧମକ ।

ବିନା ପଲ୍ଲୀସଭାରେ ଲିମ୍ବି ମୁଣ୍ଡିଆ ନିଲାମ ହୋଇଥିବା ଗ୍ରାମବାସୀ ଅଭିଯୋଗ କରୁଥିବା ବେଳେ ନିଲାମ ନେଇଥିବା ସଂସ୍ଥା ବେଆଇନ ୱାଗନ ହୋଲ କରି ବ୍ଲାଷ୍ଟିଂ କରୁଥିବା ସାଂଘାତିକ ଅଭିଯୋଗ ହୋଇଛି । ଏହି ବ୍ଲାଷ୍ଟିଂ ଫଳରେ ଘର ଫାଟି ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେପଟେ କିନ୍ତୁ ସ୍ଥାନୀୟ ତହସିଲଦାର ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.