ETV Bharat / state

ତୈଳ ଦରଦାମ ବୃଦ୍ଧିକୁ ବିରୋଧ କରି କଂଗ୍ରେସର ବିକ୍ଷୋଭ

author img

By

Published : Jun 30, 2020, 12:19 PM IST

Updated : Jun 30, 2020, 1:24 PM IST

ଦେଶ କୋରୋନା ସହ ମୁକାବିଲା କରୁଥିବାବେଳେ, ବାରମ୍ବାର ତୈଳ ଦର ବୃଦ୍ଧି ଲୋକଙ୍କ ସମସ୍ୟାକୁ ଆହୁରି ବଢାଇଦେଇଛି । ଯାହାକୁ ନେଇ ଖୋର୍ଦ୍ଧା ବେଗୁନିଆରେ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି । ଅଧିକ ପଢନ୍ତୁ...

ତୈଳ ଦରଦାମ ବୃଦ୍ଧିକୁ ବିରୋଧ କରି କଂଗ୍ରେସର ବିକ୍ଷୋଭ
ତୈଳ ଦରଦାମ ବୃଦ୍ଧିକୁ ବିରୋଧ କରି କଂଗ୍ରେସର ବିକ୍ଷୋଭ

ଖୋର୍ଦ୍ଧା: ସାରା ଦେଶରେ ଏବେ କୋରୋନା ସଙ୍କଟ ଜାରି ରହିଛି । ଏହି ସମୟରେ କେନ୍ଦ୍ର ସରକାର ବାରମ୍ବାର ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି କରୁଥିବା ଅଭିଯୋଗ କରିଛି କଂଗ୍ରେସ । ଯାହାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ବେଗୁନିଆ ବ୍ଲକ ସମ୍ମୁଖରେ ପ୍ରତିବାଦ କରାଯାଇଛି ।

କୋରୋନା ପାଇଁ ଦେଶରେ ଲୋକମାନେ କର୍ମ ସଂସ୍ଥାନ ହରାଇଥିବା ବେଳେ ଦରଦାମ ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ତୁରନ୍ତ କେନ୍ଦ୍ର ଏବଂ ରାଜ୍ୟ ସରକାର ନିଜ ନିଜ ଟାକ୍ସ କମାଇ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବେଗୁନିଆ ବିଡ଼ିଓଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Jun 30, 2020, 1:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.