ETV Bharat / state

ବିଜେପୁର ପାଇଁ କଂଗ୍ରେସର ପ୍ରସ୍ତୁତି, ଦଳ ଗଠନ କଲା ନଅ ଜଣିଆ କମିଟି - 9 ଜଣିଆ କମିଟି

ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସର ନିର୍ବାଚନୀ ବିଗୁଲ । ଦଳ ଆରମ୍ଭ କଲା ପ୍ରସ୍ତୁତି ବୈଠକ । ବିଜେପୁର ପ୍ରାର୍ଥୀ ଚୟନ ପାଇଁ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା ନଅ ଜଣିଆ କମିଟି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 7, 2019, 5:08 PM IST

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ ଜୋର ଧରିଲା ରାଜନୀତି । କଂଗ୍ରେସର ଆରମ୍ଭ କରିଛି ପ୍ରସ୍ତୁତି ବୈଠକ। ଏଥିପାଇଁ ଦଳ ଗଠନ କରିଛି ଏକ ନଅ ଜଣିଆ କମିଟି।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କମିଟିର ଅଧ୍ୟକ୍ଷ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ବରେ କମିଟି ବିଜେପୁର ଗସ୍ତକରିବ । ଦଳପକ୍ଷରୁ ବିଜେପୁରରେ ପ୍ରାର୍ଥୀ କିଏ ହେବ ସେ ନେଇ ଅନୁଧ୍ୟାନ କରି ଏକ ମାସ ଭିତରେ ପିସିସିକୁ ରିପୋର୍ଟ ଦେବ କମିଟି।

ଜନସାଧାରଣଙ୍କ ମନରେ କଂଗ୍ରେସ ପ୍ରତି ଆସ୍ଥା ପ୍ରକଟ କରିବା ସହ ପରିଚିତ ଲାଭ କରିବାକୁ ଏହି କମିଟି ଗଠନ କରିଛି କଂଗ୍ରେସ। ବିଜେପୁର ଉପନିର୍ବାଚନ ନେଇ ତାରିଖ ଘୋଷଣା ହୋଇନଥିବା ବେଳେ ଦଳ ଆରମ୍ଭ କରିଛି ଆଗୁଆ ପ୍ରସ୍ତୁତି । ଲୋକମାନଙ୍କ ପାଖରେ ଦଳୀୟ ନେତାଙ୍କ ଭାବକୁ ନେଇ ପ୍ରର୍ଥୀ ତାଲିକା ପ୍ରଦାନ କରିବା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ।

ଯାହା ପଂଚାୟତ ଓ ବ୍ଲକ ସ୍ଥାରରେ ଏହି କମିଟି ଯାଇ ପାର୍ଥି କିଏ ହେବ ସେନେଇ ଏକ ବୈଠକ କରିବେ । ଚଳିତ ମାସର ଶେଷ ସୁଧା 9 ଜଣିଆ କମିଟି ଏକ ମତାମତ ଦେବେ ବୋଲି ରାଜ୍ୟ କଂଗ୍ରେସ ଭବନରେ ବସିଥିବା ବୈଠକରେ ସ୍ଥିର ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ବିଜେପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତ କଂଗ୍ରେସ। ଗଠନ କଲା 9 ଜଣିଆ କମିଟି।

ବିଜେପୁର ଉପନିର୍ବାଚନ ଜୋର ଧରିଲା। କଂଗ୍ରେସ ଆରମ୍ଭ କଲା ଗୁରୁତ୍ୱ ପୂର୍ଣ୍ଣ ବୈଠକ। ବିଜେପୁର ଉପ ନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କଲା 9ଜଣିଆ କମିଟି। କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର ଙ୍କ ନେତୃତ୍ୱରେ ଏହି କମିଟି ବିଜେପୁର ଯିବେ। ସେଠାରେ ପାର୍ଥି କିଏ ହେବ ସେ ନେଇ ଅନୁଧ୍ୟାନ କରି ଏକ ମାସ ଭିତରେ ରିପୋର୍ଟ ଦେବା କମିଟି।

Body:

ବିଜେପୁର ଉପନିର୍ବାଚନ କୁ ନେଇ କଂଗ୍ରେସ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ କରିଛି। ଏହି ବୈଠକରେ ରାଜ୍ୟର ବରିଷ୍ଠ ନେତା ସହ ରାଜ୍ୟର କଂଗ୍ରେସ ବିଧାୟକ ମାନେ ଉପସ୍ତୁତ ରହିଥିଲେ। କିଭଳି ଭାବରେ ବିଜେପୁର ବିଜୟ ହାସଲ କରିବେ ସେନେଇ ବୈଠକ ହୋଇଛି। ଜନସାଧାରଣଙ୍କ ମନରେ କଂଗ୍ରେସ ପ୍ରତି କିଭଳି ଭାବରେ ପରିଚିତ ରହିଛି ସେ ନେଇ ଏକ କମିଟି ଗଠନ କରିଛି କଂଗ୍ରେସ। ଏହି କମିଟି ଇ 9 ଜଣ ରହିବେ ଏହା ଛଡା ଉପନିର୍ବାଚନ ପୂର୍ବରୁ ଏକ ରିପୋର୍ଟ ଦେବ କମିଟି। ଯାହାକି ବିଜେପୁର ରେ କିଏ ପାର୍ଥି ହେବ ସେନେଇ ଆରମ୍ଭ କରିଛି କଂଗ୍ରେସ।

କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର ଙ୍କ ନେତୃତ୍ତ୍ୱେରରେ ଏହି ବୈଠକ ବାସିଥିଲା। ଯାହା ପଂଚାୟତ ଓ ବ୍ଲକ ସ୍ଥାରରେ ଏହି କମିଟି ଯାଇ ପାର୍ଥି କିଏ ହେବ ସେନେଇ ଏକ ବୈଠକ କରିବେ । ଏହି ମାସର ଶେଷ ସୁଧା 9 ଜଣିଆ କମିଟି ଏକ ମତାମତ ଦେବେ ଓ ବିଜେପୁର ଉପନିର୍ବାଚନ କୁ ନେଇ ମଧ୍ୟ କଂଗ୍ରେସ ପ୍ରସ୍ତୁତ ହେଲାଣି ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

Byte- ନିରଞ୍ଜନ ପଟ୍ଟନାୟକ
Byte- ରିପୁନାଥ ସେଟ, ପୂର୍ବତନ କଂଗ୍ରେସ ବିଧାୟକ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.