ETV Bharat / state

ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫକୁ ବେଗୁନିଆ ସାମ୍ବାଦିକ ସଂଘର ନିନ୍ଦା - ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫକୁ ବେଗୁନିଆ ସାମ୍ବାଦିକ ସଂଘ ନିନ୍ଦା

ଘରୋଇ ଟିଭି ଚ୍ୟାନେଲ ମାଲିକ ଅର୍ଦ୍ଧେନ୍ଦୁ ଦାସ ଗିରଫକୁ ବିରୋଧ କରିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ସାମ୍ବାଦିକ ସଂଘ । ଅଧିକ ପଢନ୍ତୁ

ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫକୁ ବେଗୁନିଆ ସାମ୍ବାଦିକ ସଂଘର ନିନ୍ଦା

author img

By

Published : Jul 1, 2022, 10:03 PM IST

ଖୋର୍ଦ୍ଧା: ଘରୋଇ ଟିଭି ଚ୍ୟାନେଲ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଯେଉଁଭଳି ଉଦ୍ଦେଶ୍ୟମୂଳକ ଭାବେ ଗିରଫ କରିଛି ତା’କୁ ନେଇ ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫକୁ ବେଗୁନିଆ ସାମ୍ବାଦିକ ସଂଘର ନିନ୍ଦା

ସେହିଭଳି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ସାମ୍ବାଦିକ ସଂଘ ପକ୍ଷରୁ ଆଜି(ଶୁକ୍ରବାର) ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫଦାରୀ ପ୍ରତିବାଦରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବେଗୁନିଆ ଥାନା ଅଧିକାରୀଙ୍କ ନେତୃତ୍ୱରେ ପ୍ରଦାନ କରିଛି ସଂଘ । ଅର୍ଦ୍ଧେନ୍ଦୁଙ୍କୁ ତୁରନ୍ତ ନିସରତ୍ତ ଖଲାସ ସହ ସାମ୍ବାଦିକ ସୁରକ୍ଷା ଆଇନକୁ ରାଜ୍ୟରେ ଲାଗୁ କରିବା ପାଇଁ ଦାବି କରିଛନ୍ତି ସାମ୍ବାଦିକ ମାନେ ।

ଇଟିଭି ଭାରତ, ଖୋର୍ଦ୍ଧା

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.